News portal website
before header
Browsing Category

ଦେଶ ବିଦେଶ

ବିନା ଭକ୍ତରେ ଖୋଲିଲା କେଦାରନାଥ ଧାମ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ ବିଧିବିଧାନ, ପୂଜାର୍ଚ୍ଚନା ପରେ ଖୋଲିଛି ବିଶ୍ୱ ପ୍ରସିଦ୍ଧ ପ୍ରଭୁ କେଦାରନାଥ ଧାମଙ୍କ ଦ୍ୱାର । ତେବେ ବିନା ଭକ୍ତରେ ଏଥର ଖୋଲିଥିଲା ମନ୍ଦିର କବାଟ । କରୋନା ସଙ୍କଟ ପରେ ବାବାଙ୍କ ମନ୍ଦିର ବିନା ଭକ୍ତରେ ଖୋଲିବା ଦ୍ୱିତୀୟ…

କରୋନା ରୋଗୀଙ୍କ ପାଇଁ ଐତିହାସିକ ନିଷ୍ପତ୍ତି!

ସମସ୍ତ ଘରୋଇ ଓ ସରକାରୀ କୋଭିଡ୍ ହସ୍ପିଟାଲରେ ସିସିଟଭି କ୍ୟାମେରା ସଂଯୁକ୍ତ କରି ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟଙ୍କୁ କଥାବାର୍ତ୍ତା କରାଯିବା ସୁବିଧା ପ୍ରଦାନ କରାଯିବ। ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୧୬-୦୫-୨୦୨୧ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଆଜି ରାଜ୍ୟ…

ବଢିବ କି ଲକ୍‌ଡାଉନ୍ ?

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୫-୨୦୨୧ ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ନେଇ ଆଜି କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସଚିବ ଚିନ୍ତାପ୍ରକଟ କରିଥିବା ବେଳେ ଏପଟେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଶନିବାର ଅପରାହ୍ନରେ କହିଛନ୍ତି ଯେ ଆସନ୍ତା ମାସେ…

ରାଜ୍ୟରେ ୩୦ ଯାଏଁ ସମ୍ପୂର୍ଣ୍ଣ ଲକ୍ ଡାଉନ

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୬-୦୫-୨୦୨୧ ରାଜ୍ୟରେ ବଢି ବଢି ଚାଲୁଥିବା କରୋନା ସଂକ୍ରମଣ ମାମଲା କୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।ଆସନ୍ତା କାଲି ଠାରୁ ମେ' ୩୦ ପର୍ଯ୍ୟନ୍ତ, ଲଗାତାର ଭାବେ ୨ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ…

ରୋଗ ଅସଲି, ଟିକା ନକଲି

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୬-୦୫-୨୦୨୧ ହୁ ହୁ ହୋଇ ବଢି ଚାଲୁଥିବା ସଂକ୍ରମଣ ଭିତରେ ରିମ୍ଭେସିଭିର ଇଞ୍ଜେକସନ୍ ର ଚାହିଦା ମଧ୍ଯ ଖୁବ ବଢିଯାଇଛି। ତା ଭିତରେ ବିଭିନ୍ନ ରାଜ୍ୟରେ ନକଲି ବା ଡୁପ୍ଲିକେଟ ରିମ୍ଭେସିଭିର ବିକ୍ରି କରୁଥିବା ଲୋକ ଧରାପଡି ଗିରଫ ହୋଇଥିବାସହ ବହୁ ମାତ୍ରାରେ…

ଇସ୍ରାଏଲ ହମଲାରେ ଟାର୍ଗେଟ ହେଲା ମିଡିଆ : ଆମେରିକାରେ ହଇଚଇ, ଚିନ୍ତା ପ୍ରକଟ କଲେ ବାଇଡେନ୍

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୬-୦୫-୨୦୨୧ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଛି ରକ୍ତାକ୍ତ ସଂଘର୍ଷ । ଘଟଣା ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ସହ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଫୋନରେ କଥା ହୋଇଛନ୍ତି । ଏହି ସମୟରେ ସାଧାରଣ…

ରାଜ୍ୟର ଅପହଞ୍ଚ ଇଲାକାରେ ପହଞ୍ଚିପାରିବ କି ଟୀକା?

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୫-୨୦୨୧ ଏବେ କରୋନାର ରୂପ ଏତେ ଭୟଙ୍କର ହେବାରେ ଲାଗିଛି ଯେ ଆଉ କରୋନା କବଳରୁ ପ୍ରତିଟି ଜୀବନ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ପୁରା ବିଶ୍ୱରେ ସବୁଠାରୁ ବଡ ଭ୍ୟାକ୍ସିନେସନ୍ ଡ୍ରାଇଭ୍ ଭାରତରେ ଜାରି…

ସୁପ୍ରିମକୋର୍ଟର ୧୦ ଜଣ ବିଚାରପତି କରୋନା ଆକ୍ରାନ୍ତ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୫-୨୦୨୧ କରୋନା ସଂକ୍ରମଣ ମଧ୍ୟରେ ବି ଦେଶର ନ୍ୟାୟପାଳିକା କାର୍ଯ୍ୟ ଜାରି ରହିଛି । ସେପଟେ ସ୍ଥିତି ଚିନ୍ତାଜନକ ରହିଥିବା ଦେଶର ପ୍ରଧାନ ବିଚାରପତି ଏନ ଭି ରମନ୍ନା ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ ଗତ ବର୍ଷ ଏପ୍ରିଲ ଠାରୁ ଏଯାଏଁ…

୧୬ ରୁ ୧୯ ବାତ୍ଯା;IMD

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୫-୦୫-୨୦୨୧ ଭୀଷଣ ସାମୁଦ୍ରିକ ଝଡର ରୂପ ନେଇ ମାଡିଆସୁଛି ବାତ୍ୟା ‘ତଉକତେ’ । ଭାରତ ପାଣିପାଗ ବିଭାଗ (ଆଇଏମଡି) ଏନେଇ ସତର୍କ କରାଇଦେଇଛି । ଆରବ ସାଗର ଉପରେ ମେ ୧୭ ସୁଦ୍ଧା ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ ‘ତଉକତେ’ । ପରେ ୧୮ ମେ…

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି । ଘୁଞ୍ଚିଲା (UPSC) ପରୀକ୍ଷା ।

କରୋନା ମହାମାରୀ ସାରା ବିଶ୍ବକୁ ଡରାଉଥିଲା ବେଳେ । ଭାରତରେ ମଧ୍ୟ ଏହାର ପ୍ରକୋପ ଖୁବ ଅଧିକ ରହିଥିବାର ଦେଖିବାକୁ ମିଳିଛି । ସବୁ ରାଜ୍ୟରେ ବଢୁଥିବା ସଂକ୍ରମଣ ଦେଖି । ସରକାର ସ୍କୁଲ କଲେଜ ବନ୍ଦ କରିଥିବା ବେଳେ । କେତେକ ପରୀକ୍ଷା କୁ ବାତିଲ ମଧ୍ୟ କରିଛନ୍ତି ଏହାରି ଭିତରେ ଆଉ ଗୋଟେ କଥା…