News portal website
before header
[URIS id=5393]

ରୋଗ ଅସଲି, ଟିକା ନକଲି

0 328

କଟକ / ଅଷ୍ଟିନ୍ ନ୍ୟୁଜ

Notice

ତା – ୧୬-୦୫-୨୦୨୧

ହୁ ହୁ ହୋଇ ବଢି ଚାଲୁଥିବା ସଂକ୍ରମଣ ଭିତରେ ରିମ୍ଭେସିଭିର ଇଞ୍ଜେକସନ୍ ର ଚାହିଦା ମଧ୍ଯ ଖୁବ ବଢିଯାଇଛି। ତା ଭିତରେ ବିଭିନ୍ନ ରାଜ୍ୟରେ ନକଲି ବା ଡୁପ୍ଲିକେଟ ରିମ୍ଭେସିଭିର ବିକ୍ରି କରୁଥିବା ଲୋକ ଧରାପଡି ଗିରଫ ହୋଇଥିବାସହ ବହୁ ମାତ୍ରାରେ ନକଲି ଇଞ୍ଜେକସନ୍ ମଧ୍ଯ ଯାବତ୍ କରାଯାଇଛି।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଓ ଗୁଜୁରାଟ୍ ରାଜ୍ୟରେ ଏପରି ନକଲି ଇଞ୍ଜେକସନ୍ ର ରକେଟ୍ ର ପର୍ଦ୍ଦାଫାସ ହୋଇଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

କିନ୍ତୁ ଅପରପକ୍ଷେ ନକଲି ହେଲେ ମଧ୍ୟ ଏହି ଇଞ୍ଜେକସନ୍ ଦିଆଯାଇଥିବା ରୋଗୀଙ୍କ ମଧ୍ୟରୁ ୯୦% ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ମଧ୍ୟପ୍ରଦେଶ ପୁଲିସ ର ତଦନ୍ତରୁ ଜଣ ପଡିଛି। ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି।

ତେବେ ନକଲି ଟିକା ରେ କେବଳ ଗ୍ଲୁକୋଜ ଓ ଲୁଣ ମିଶ୍ରିତ ରହିଥିବାରୁ ଏହାର ଟିକିନିକି ଜାଞ୍ଚ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ନକଲି ଟିକାଗୁଡିକ ୭୦୦ ରୁ ୧୨୦୦ ଟଙ୍କା ମଧ୍ୟରେ ବିକ୍ରି କରାଯାଇଥିଲା।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.