News portal website
before header
Browsing Category

ଦେଶ ବିଦେଶ

କେନ୍ଦ୍ରର ୬୪୦ କୋଟି ଅନୁଦାନ ପରେ ନବୀନଙ୍କ ଆକାଶ ମାର୍ଗରୁ ସମୀକ୍ଷା ଶେଷ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୭-୦୫-୨୦୨୧ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ୟାସ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାକୁ ହେଲିକପ୍ଟରରେ ଯୋଗେ ଯାଇ ସ୍ଥିତି…

ବନାର୍ଡ ଆର୍ନଲ୍ଟ ହେଲେ ବିଶ୍ୱର ନୂଆ ସବୁଠାରୁ ଧନୀ ବ୍ୟକ୍ତି

କଟକ /ଅଷ୍ଟିନ୍ ନ୍ୟୁଜ ତା ୨୭-୦୫-୨୦୨୧ ଏଲ୍. ଭି. ଏମ୍. ଏଚ୍. ନାମକ ଫ୍ରାନ୍ସ ର ଏକ କମ୍ପାନୀର ସି. ଇ.ଓ ବନାର୍ଡ ଆର୍ନଲ୍ଟ ଏବେ ବିଶ୍ଵ ର ନମ୍ଵର୍ ୱାନ ଧନୀ ଭାବେ ଉଭା ହୋଇଛନ୍ତି। ସେ ଆମାଜନ୍ ର ହେଡ ଜେଫ୍ ବେଜୋସ୍ ଙ୍କ ଜାଗା ଅକ୍ତିୟାର କରିଛନ୍ତି। ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ…

ବୈଦେଶିକ ମନ୍ତ୍ରୀଙ୍କର ଶେଷ ହେବ ଆମେରିକା ଗସ୍ତ, ଟିକା ଉତ୍ପାଦନ ଉପରେ ଗୁରୁତ୍ବାରୋପ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୭-୦୫-୨୦୨୧ ବର୍ତ୍ତମାନ ଆମେରିକା ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ୱାଶିଂଟନ୍ ଡିସିରେ ରାଜ୍ୟ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ସମେତ ବିଡେନ ପ୍ରଶାସନର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। …

ବୁଦ୍ଧ ଜୟନ୍ତୀ ପାଳିତ।

ଅଷ୍ଟିନ ନ୍ୟୁଜ୍/ଉଦୟଗିରି ୨୬-୦୫-୨୦୨୧ ମହାମାରୀ କଟକଣା ଓ ବାତ୍ୟା ବାତା ବରଣ ଭିତରେ ମଧ୍ୟ ଭଗବାନ ତଥାଗତ ବୁଦ୍ଧଙ୍କ ଜୟନ୍ତୀ ଉଦୟଗିରି ବୁଦ୍ଧଦେବ କଲେଜ ପରିସର ରେ ପାଳିତ ହୋଇ ଯାଇଛି। ଆଜି ଅପରାହ୍ନ ୨.୩୦ ଘଟିକାରେ ଉଦୟଗିରି- ରତ୍ନଗିରି ଉନ୍ନୟନ ଓ ସାଂସ୍କୃତିକ…

ୟସ ପରେ ଚାଲିଛି କ୍ଷୟକ୍ଷତି ଆକଳନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୬-୦୫-୨୦୨୧ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା "ୟାସ୍ "। ଯାହା ଫଳରେ ଘର ଓ ଗଛ ଉପରେ ଚଢ଼ି ଭାଙ୍ଗି ଯାଇଥିବା ଅଂଶକୁ ହଟାଉଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଟିମ୍ । ବିଭିନ୍ନ ଜିଲ୍ଲାରେ ୬୦ରୁ ଓଡ୍ରାଫ ଟିମ୍,…

ଅମାନିଆ ସିଦ୍ଧୁଙ୍କ ଅବୁଝା ଜିଦ୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ପଞ୍ଜାବରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇପଡିଛି । କୃଷି ଆଇନକୁ ବିରୋଧ କରି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ତାଙ୍କ ଘରେ କଳା ପତାକା ଲଗାଇଛନ୍ତି…

ସାଇକ୍ଲୋନ ୟସ ଅପଡେଟ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୫-୦୫-୨୦୨୧ ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ିଆସୁଛି ବାତ୍ୟା ୟାସ୍‌ । ଆଜି ଭେରି ସିଭିୟର ସାଇକ୍ଲୋନର ରୂପ ନେବ ବାତ୍ୟା । ପାରାଦୀପଠୁ ୩୬୦ କିଲୋମିଟର ଦୂରରେ ଥିବା ବେଳେ, ବାଲେଶ୍ବରଠୁ ୪୬୦ ଓ ଦୀଘାଠୁ ୪୫୦ କିଲୋମିଟର ଦୂରରେ…

ବେଙ୍ଗାଲୁରୁ ଆକାଶରେ ଅଲୌକିକ ଦୃଷ୍ୟ

କଟକ / ଅଷ୍ଟିନ୍ ନ୍ୟୁଜ ତା _୨୪-୦୫-୨୦୨୧ ଗତ କିଛି ଦିନ ମଧ୍ୟରେ ବେଙ୍ଗାଲୁରୁ ଅକାଶରେ ଅନେକ ମନଲୋଭା ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଆଜି ମଧ୍ୟ ଏକ ବିରଳ ଦୃଷ୍ୟ ଦୃଶ୍ୟମାନ ହୋଇଛି। ଆଜି ସକଲେ ବେଙ୍ଗାଲୁରୁ ଅକାଶରେ ଦେଖିବାକୁ ମିଳିଥିଲା ସୂର୍ଯ୍ୟ ଙ୍କୁ ଚାରିପଟେ ଗୋଟିଏ…

ଶାହାଙ୍କ ବାତ୍ୟା ସମୀକ୍ଷା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୪-୦୫-୨୦୨୧ ବାତ୍ୟା ୟାସର ପ୍ରଭାବ ନେଇ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସମୀକ୍ଷା କରିବେ । ୩ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ।ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ବୈଠକରେ ଆଲୋଚନା…

ବାଲେଶ୍ବରରେ ପ୍ରବଳ ପ୍ରଭାବ ଦେଖାଇବ ବାତ୍ୟା ୟାସ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୪-୦୫-୨୦୨୧ ୟାସ ବାତ୍ୟାରେ ପରିଣତ ହୋଇସାରିଛି ଖୁବ୍ ଶୀଘ୍ର ଅତି ଭୀଷଣ ରୂପ ଧାରଣ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୨୬ ତାରିଖରେ ମଧ୍ୟାହ୍ନରେ ଏହା ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ।…