କଟକ /ଅଷ୍ଟିନ୍ ନ୍ୟୁଜ

ତା ୨୭-୦୫-୨୦୨୧
ଏଲ୍. ଭି. ଏମ୍. ଏଚ୍. ନାମକ ଫ୍ରାନ୍ସ ର ଏକ କମ୍ପାନୀର ସି. ଇ.ଓ ବନାର୍ଡ ଆର୍ନଲ୍ଟ ଏବେ ବିଶ୍ଵ ର ନମ୍ଵର୍ ୱାନ ଧନୀ ଭାବେ ଉଭା ହୋଇଛନ୍ତି। ସେ ଆମାଜନ୍ ର ହେଡ ଜେଫ୍ ବେଜୋସ୍ ଙ୍କ ଜାଗା ଅକ୍ତିୟାର କରିଛନ୍ତି।

ଜେଫ୍ ଙ୍କ ସମ୍ପତି ୧୮,୬୦୦ କୋଟି ଡ଼ଲାର ହୋଇଥିବାବେଳେ ସେ ଏବେ ଦ୍ଵିତୀୟ ସ୍ଥାନ ରେ ଅଛନ୍ତି। ଚଳିତ ବର୍ଷ ବନାର୍ଡ ନିଜ ସମ୍ପତ୍ତି ରେ ୪୭୦୦ କୋଟି ଡଲାର ଯୋଡ଼ିଛନ୍ତି। ଏଲ୍. ଭି. ଏମ୍. ଏଚ୍ କମ୍ପାନୀ ଅଧିନ ରେ ରହିଛି, ଫେଣ୍ଡି, କ୍ରିଷ୍ଟିଆନ୍ ଡ଼ିଓର, ଏବଂ ଗୀଭେଞ୍ଜି ଭଳି ଲଗଜୁରୀ ବ୍ରାଣ୍ଡ୍,। ସେହିଭଲି ସମୁଦାୟ ୭୦ ଟି ବ୍ରାଣ୍ଡ୍ ର ରକ୍ଷଣାବେକ୍ଷଣ କରୁଛନ୍ତି ବାନାର୍ଡ। କ୍ରିଷ୍ଟିଆନ୍ ଡ଼ିଓର ରେ ସମୁଦାୟ ୯୬.୫% ଅଂଶଧନ ହେଉଛି କେବଳ ବାନାର୍ଡଙ୍କର।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
