News portal website
before header
[URIS id=5393]

ଅମାନିଆ ସିଦ୍ଧୁଙ୍କ ଅବୁଝା ଜିଦ୍

0 195

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୫-୦୫-୨୦୨୧

ପଞ୍ଜାବରେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇପଡିଛି । କୃଷି ଆଇନକୁ ବିରୋଧ କରି ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ତାଙ୍କ ଘରେ କଳା ପତାକା ଲଗାଇଛନ୍ତି । ଏହାସହ କୃଷି ଆଇନ ବିରୋଧରେ କୃଷକ କରୁଥିବା ଆନ୍ଦୋଳନକୁ ସମର୍ଥନ ବି ଜଣାଇଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଟ୍ୱିଟରରେ ଏକ ଭିଡଓ ସେୟାର କରିଛନ୍ତି ସିଦ୍ଧୁ, ଯେଉଁଠି ଛାତ ଉପରେ କଳା ପତ୍ତାକା ଉଡାଉଛନ୍ତି । ତାଙ୍କ ସହ ତାଙ୍କ ସ୍ତ୍ରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ସିଦ୍ଧୁ ଭିଡିଓରେ କହିଛନ୍ତି ଗତ ୨୦ରୁ ୨୫ ବର୍ଷ ମଧ୍ୟରେ ଆମଦାମୀ କମିବା ସହ ଋଣ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଥିପାଇଁ ପଞ୍ଜାବର ଚାଷୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ପଞ୍ଜାବ ଆଜି ଏକାସାଙ୍ଗରେ ତିନୋଟି କୃଷି ଆଇନ ବିରୋଦ୍ଧରେ ଲଢେଇ କରୁଛି । ଏହି ତିନୋଟି ନିୟମ କୃଷକ, ଶ୍ରମିକ ଏବଂ ବ୍ୟବସାୟୀଙ୍କ ପେଟରେ ଲାତ୍ବା ମାରିବା ସଦୃଶ ହୋଇଛି । ନବଜୋତ ସିଂ ସିଦ୍ଧୁ କହିଛନ୍ତି ଯେ ଯଦି ଏହି ତିନୋଟି ନିୟମ ପ୍ରତ୍ୟାହାର ନହୁଏ ତେବେ ପଞ୍ଜାବ ଆଉ ଠିଆ ହୋଇପାରିବ ନାହିଁ। ମୁଁ ମଧ୍ୟ ପଞ୍ଜାବର ଚାଷୀଙ୍କ ସପକ୍ଷରେ ରହିଛି ଓ ରହିଥିବି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.