Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଦେଶ ବିଦେଶ
ଜାତିସଂଘରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭାରତର ଫୟାର ବ୍ରାଣ୍ଡ୍ ଅଫିସର୍ ସ୍ନେହା ଦୁବେଙ୍କ କରାରା ଜବାବ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୬-୦୯-୨୦୨୧
ମିଳିତ ଜାତିସଂଘର ସାଧାରଣ ସଭାରେ (ୟୁଏନଜିଏ) ଦେଶର ପ୍ରଥମ ସଚିବ ସ୍ନେହା ଦୁବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ କରାରା ଜବାବ ଦେଇଛନ୍ତି। ସେ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି ଯେ, ଆତଙ୍କବାଦୀଙ୍କୁ ସହଯୋଗ!-->!-->!-->!-->!-->…
ଭୁବନେଶ୍ୱରରେ ଗୁରୁଦିବସ ପାଳନ!
ଭୁବନେଶ୍ୱର
ତାରିଖ ୦୫-୦୯-୨୦୨୧
ଆଜି ଭୁବନେଶ୍ୱରର ସହୀଦ ନଗର ଗର୍ମେଣ୍ଟ ହାଇ ସ୍କୁଲରେ ପବିତ୍ର ଗୁରୁଦିବସ ପାଳନ ହୋଇଛି।ଗୁରୁଦିବସରେ ନୂତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସୁପ୍ରଭା ଶତପଥୀଙ୍କୁ ସ୍ଵାଗତ କରାଯାଇଥିଲା।ସ୍କୁଲ ଓ ପାଠ ପଢାର ଉନ୍ନତି କରିବା ନିମନ୍ତେ ବିଭିନ୍ନ!-->!-->!-->!-->!-->…
ଆକ୍ସନ ନୁହେଁ ପ୍ରଶଂସା କଲା ସିଆଇଏସଏଫ;ସଲମାନ ଅଟକ ଘଟଣା
ଅଷ୍ଟିନ ନ୍ଯୁଜ/ ଭୁବନେଶ୍ୱେରତା -୨୫ /୦୮ /୨୦୨୧
ଗତ ୨୩ତାରିଖରେ ଜାତୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ ସୋମନାଥଙ୍କ ବିରୋଧରେ ସଲମାନଙ୍କୁ ଅଟକାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଥିଲା। ପ୍ରୋଟୋକଲ୍ ଉଲ୍ଲଂଘନ କରି ଗଣମାଧ୍ୟମ ସହ ଘଟଣା!-->!-->!-->…
ରଞ୍ଜନ ମହାନ୍ତିଙ୍କୁ ଫିଡେ ଆର୍ବେଟର ଟାଇଟେଲ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୨୦-୦୮-୨୦୨୧
ଓଡ଼ିଆ ପୁଅ ରଞ୍ଜନ ମହାନ୍ତିଙ୍କୁ ଫିଡେ ଆର୍ବେଟର ଟାଇଟେଲ ପ୍ରଦାନ କରିଛି ବିଶ୍ବ ଚେସ ଫେଡେରେସନ। ରଞ୍ଜନ ମହାନ୍ତି ଜଣେ ସୁଦକ୍ଷ ଫିଡେ ଇନଷ୍ଟ୍ରକ୍ଟର ଅଟନ୍ତି। ଅଲ ଓଡ଼ିଶା ଚେସ ଆସୋସିଏସନର ଶ୍ରୀଯୁକ୍ତ ମହାନ୍ତି ସଭାପତି ଅଟନ୍ତି।
!-->!-->!-->!-->!-->!-->!-->…
ରାଷ୍ଟ୍ରୀୟ ଆଦିବାସୀଙ୍କ ରାଷ୍ଟ୍ରପତିଙ୍କୁ ଦାବି ପତ୍ର।
ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ
ତା-୧୫-୦୭-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
"ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ" ଉଦଳା ତରଫରୁ ତହସିଲଦାରଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଦାବିପତ୍ର।ଆଜି ଅପରାହ୍ନ ସମୟରେ ଉଦଳା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର!-->!-->!-->!-->!-->!-->!-->…
କ୍ଲାସରେ ଡ୍ରାଗନ୍ର ଆଲୋଚନା କଲେ ମିଳୁଛି ଧମକ; ଜାଣନ୍ତୁ କେଉଁଠି?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୭-୨୦୨୧
ଚୀନର କମ୍ୟୁନିଷ୍ଟ ସରକାର ନିଜ ବିରୋଧରେ ଉଠୁଥିବା ସ୍ୱରକୁ ଯଥାସମ୍ଭବ ଚାପିଦେବାକୁ ଉଦ୍ୟମ କରିବା ସମସ୍ତେ ଜାଣନ୍ତି । କେବଳ ଦେଶରେ ନୁହଁ, ବରଂ ବିଦେଶରେ ମଧ୍ୟ ଚୀନ ବିରୋଧରେ ସିପିସି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା!-->!-->!-->!-->!-->…
ମୋଦିଙ୍କ ନୂଆ କ୍ଯାବିନେଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଶପଥ ନେଲେ ମୋଦୀ କ୍ୟାବିନେଟ୍ର ୪୩ ମନ୍ତ୍ରୀ, ୧୫ ଜଣଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା , ୨୮ ହେଲେ ରାଷ୍ଟ୍ର ମନ୍ତ୍ରୀବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା ନରେନ୍ଦ୍ର ମୋଦୀ । ସରକାରର ଦ୍ଵିତୀୟ ପାଳିରେ ପ୍ରଥମ!-->!-->!-->!-->!-->…
ଜୁଲାଇ ୨୦ରୁ JEE ମେନ ଆରମ୍ଭ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଜୁଲାଇ ୨୦ରୁ ଆରମ୍ଭ JEE ମେନ୍, ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ୍ ୩-୪ ପରୀକ୍ଷା ନେଇ ନିଷ୍ପତି। ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର JEE ମେନ୍ । ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ!-->!-->!-->!-->!-->…
କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ନେଇ ହୋଇପାରେ ନିଷ୍ପତ୍ତି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ! ମୋଦିଙ୍କ କ୍ୟାବିନେଟରେ ଏଣ୍ଟ୍ରି ମାରିପାରନ୍ତି ୨୦ ନେତା, ଓଡ଼ିଶାରୁ କାହାକୁ ମିଳିବ ଚାନ୍ସ, ଚାଲିଛି ଚର୍ଚ୍ଚା। ଆଜି ସଂଧ୍ୟାରେ ହୋଇପାରେ!-->!-->!-->!-->!-->…
