Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ଦେଶ ବିଦେଶ
କଂଗ୍ରେସ ଦଳ ମୁରବୀଶୂନ୍ୟ : କପିଲ ଶିବଲ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
କଂଗ୍ରେସ କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେଉଛି। ତଥାକଥିତ ଜି-23 ଦଳର ନେତା କପିଲ ଶିବଲଙ୍କ ବିସ୍ଫୋରକ ବୟାନ। ଶିବଲ କହିଛନ୍ତି ଯେ, କଂଗ୍ରେସରେ କେହି ସଭାପତି ନାହାନ୍ତି, କିଏ ନିଷ୍ପତ୍ତି ନେଉଛି କିଛି ଜଣାପଡୁନି । ଦଳ ଭିତରେ ଆଲୋଚନା!-->!-->!-->!-->!-->…
ଦାନ୍ତ ଉଠୁନଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଭାଇ ଭଉଣୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆସାମର ଦୁଇ ଭାଇ ଭଉଣୀଙ୍କ ଚିଠି। ଦାନ୍ତ ଉଠୁ ନଥିବାରୁ ଭାଇ ଭଉଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ!-->!-->!-->!-->!-->…
ଘୁଞ୍ଚିଲା ଉପନିର୍ବାଚନ ତାରିଖ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଅକ୍ଟୋବର ୩୦ରେ ଉପନିର୍ବାଚନ ନେଇ ଘୋଷଣା କଲେ ନିର୍ବାଚନ କମିଶନର । ତେବେ ସମ୍ପ୍ରତି ଦେଖାଦେଇଥିବା କୋରୋନା, ଗୁଲାବ ବାତ୍ୟା, ଏବଂ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ରଦ୍ଦ କରାଯାଇଥିବା ନେଇ ସୂଚନା ଦେଇଛନ୍ତି!-->!-->!-->!-->!-->!-->!-->…
ଅକ୍ଟୋବର ୩୧ ଯାଏ ବଢ଼ିଲା କୋଭିଡ୍ ଗାଇଡଲାଇନ୍ ଅବଧି
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ବର୍ତ୍ତମାନ ସମଗ୍ର ଦେଶରେ ପାର୍ବଣ ଋତୁ ଚାଲିଥିବା କାରଣରୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର କୋଭିଡ୍ ଗାଇଡଲାଇନ ଅବଧିକୁ ବୃଦ୍ଧି କରାଇଛନ୍ତି। ତେବେ ଦେଶରେ ମୋଟ୍ ସଂକ୍ରମଣ ହାର ହ୍ରାସ ପାଉଥିଲେ ମଧ୍ୟ କେରଳ, ମହାରାଷ୍ଟ୍ର ଓ!-->!-->!-->!-->!-->…
ଅକ୍ଟୋବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା ସ୍ଥଗିତ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ମହାମାରୀ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୩୦ ଯାଏ ଏହି ଅବଧି ରହିଥିବା ବେଳେ ଗତକାଲି ଡିଜିସିଏ ଏହି ଅବଧିକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଛି। କିନ୍ତୁ ସ୍ୱତନ୍ତ୍ର!-->!-->!-->!-->!-->…
କଂଗ୍ରେସରେ ସାମିଲ ହେଲେ ଯୁବ ନେତା କହ୍ନୈୟା କୁମାର ଓ ଜିଗ୍ନେଶ ମେବାନୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ସିପିଆଇ ନେତା କହ୍ନୈୟା କୁମାର ଏବଂ ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀ କଂଗ୍ରେସରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଉଭୟ ବିଧିବଦ୍ଧ ଭାବେ ହାତ ଦଳରେ ସାମିଲ ହୋଇଛନ୍ତି।!-->!-->!-->!-->!-->…
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ୍ ସିଂ ସିଦ୍ଧୁ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପଞ୍ଜାବ କଂଗ୍ରେସରେ ପୁଣି ସଙ୍କଟ। କିଛି ସମୟ ପୂର୍ବରୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ପଞ୍ଜାବ ପିସିସି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ଏ ସମ୍ପର୍କରେ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର!-->!-->!-->!-->!-->!-->!-->…
“ତେଜସ” ନିର୍ମାଣରେ ଓଡ଼ିଆ ପୁଅ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ସାମରିକ କ୍ଷେତ୍ରରେ ଭାରତ ଦିନକୁ ଦିନ ନିଜର ଶକ୍ତି ବୃଦ୍ଧି କରୁଛି। ଏହା ମଧ୍ୟରେ ଭାରତ ସରକାର ସ୍ବଦେଶୀ 83ଟି ତେଜସ୍ ଏୟାରକ୍ରାଫ୍ଟ କିଣିଛନ୍ତି । କେନ୍ଦ୍ର ସରକାର ପ୍ରାୟ 48,000 କୋଟି ଟଙ୍କା ବ୍ୟୟରେ ହିନ୍ଦୁସ୍ତାନ ଏରୋନେଟିକ୍ସ!-->!-->!-->!-->!-->!-->!-->…
ତାଲିବାନୀ ଶାସନ : ଏଣିକି ଦାଢ଼ି କାଟିଲେ ମିଳିବ ଶରିଆ ଦଣ୍ଡ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ଆଫଗାନିସ୍ତାରେ ତାଲିବାନ ଶାସନ ଫେରିବା ପରେ ତାଲିବାନୀ ଏହାର ଅସଲ ଚେହେରା ଦେଖାଦେଇଛି । ଆଫଗାନିସ୍ତାନରେ ତାଲିବାନ୍ ସତ୍ତାକୁ ଆସିବା ପରେ ସରିଆ ଲ' ଲାଗୁ ହୋଇଛି। ସରିଆ ଲ' ଲାଗୁ ହେବା ପରେ ସେଲୁନ୍ ଆଗରେ କଡା ନିୟମ ଲେଖାଥିବା!-->!-->!-->!-->!-->!-->!-->…
କଂଗ୍ରେସ ନେତା ଦିଗ୍ବିଜୟଙ୍କ ବିବାଦୀୟ ବୟାନ : କହିଲେ, ” ପିଲାଙ୍କ ମନରେ ଘୃଣାଭାବ ଭରୁଛି ସରସ୍ୱତୀ ଶିଶୁ…
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପୁଣି ଥରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂ। ବିଜେପି ଓ ଆରଏସଏସକୁ ଟାର୍ଗେଟ କରିବା ସଙ୍ଗେ ସଙ୍ଗେ ଏବେ ସରସ୍ୱତୀ ଶିଶୁ ମନ୍ଦିରର ପାଠପଢାକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ।!-->!-->!-->!-->!-->!-->!-->…
