News portal website
before header
[URIS id=5393]

ସର୍ବଭାରତୀୟ ଚେସ ଆସୋସିଏସନର ଯୁଗ ସମ୍ପାଦକ ଦାୟିତ୍ୱ ଗ୍ରହଣ କଲେ;ରଞ୍ଜନ ମହାନ୍ତି!

0 329

ଅଷ୍ଟିନ୍ ନ୍ଯୁଜ/କଟକ

ତା-୦୪-୧୦-୨୦୨୧

ସର୍ବଭାରତୀୟ ଚେସ ଆସୋସିଏସନର ଯୁଗ-ସମ୍ପାଦକ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି, ଅଲ ଓଡ଼ିଶା ଚେସ ଆସୋସିଏସନର ସଭାପତି, ତଥା ଫିଡେ ଆର୍ବିଟର ଟାଇଟଲ ବିଜେତା ରଞ୍ଜନ ମହାନ୍ତି।ତେବେ ଚେସର ଯୁଗ-ସମ୍ପାଦକ ସର୍ବଭାରତୀୟ ସ୍ତରରେ ଦାୟିତ୍ୱ ନେବାରେ ରଞ୍ଜନ ଅଟନ୍ତି ଦ୍ବିତୀୟ ଓଡ଼ିଆ ପୁଅ, ପୂର୍ବରୁ ପ୍ରଥମ ଓଡ଼ିଆ ଭାବେ ଶେଖର ଚନ୍ଦ୍ର ସାହୁ ଥିବା ବେଳେ, ବର୍ତ୍ତମାନ ରଞ୍ଜନ ମହାନ୍ତି ଦାୟିତ୍ୱ ନେଇଛନ୍ତି।

ଦାୟିତ୍ୱ ନେଲାପରେ ଓଡ଼ିଶା କିଭଳି ଚେସ କ୍ଷେତ୍ରରେ ଅଗ୍ରସର ହେବ, ତାହା ତାଙ୍କର ପ୍ରଥମ ଦାୟିତ୍ୱ, ତତ ସହ ତାଙ୍କର କାର୍ଯ୍ୟକାଳ ସମୟରେ, ବିଶ୍ବ ଚେସ ଗେମରେ,ଭାରତର ସ୍ବତନ୍ତ୍ରତା ବଜାୟ ରଖିବ ବୋଲି ବେଶ ଆଶାବାଦୀ,ନିକଟ ଅତୀତରେ ଓଡିଶାରେ ଜାତୀୟ ଚେସ ଏକାଡେମୀ ପ୍ରୋଜେକ୍ଟ ଟିମରେ ରାଜସ୍ଥାନ ଯାଇ ପ୍ରାରମ୍ଭିକ ଆଲୋଚନା ସାରି ଫେରିଥିବା ରଞ୍ଜନ, ଆୟକର ବିଭାଗରେ କାର୍ଯ୍ଯ କରନ୍ତି।

Leave A Reply

Your email address will not be published.