News portal website
before header
Browsing Category

ଜୀବନଶୈଳୀ

ଶେଷ ହେଲା ରାମନବମୀ!

ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ ତା/୩୧/୦୩-୨୦୨୩ ହଜାର ହଜାର ଭକ୍ତଙ୍କ ସମାବେଶରେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ,ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ରାମନବମୀ ପର୍ବ ଶେଷ ହୋଇଛି।ମୁଖ୍ୟତଃ ସନ୍ଧ୍ୟା ସମୟରେ ମନ୍ଦିରର ଚାରିପଟେ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଜୟ ଶ୍ରୀ ରାମ ନାରାରେ…

କାଉନସିଲ ନେଲା ସୁମିତ୍ରାର ଦାୟିତ୍ୱ!

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର ତା-୨୫-୦୮-୨୦୨୨ ଚଳିତ ବର୍ଷ ମହେଶ୍ୱର ମଲ୍ଲ ବିଦ୍ୟାଳୟର ଛାତ୍ରୀ ସୁମିତ୍ରା ପ୍ରଧାନ ଦଶମ ଶ୍ରେଣୀରେ ୫୪୧(ପାଞ୍ଚଶହ ଏକଚାଳିଶ) ନମ୍ବର ରଖି ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିଲେ।ସୁମିତ୍ରାଙ୍କ ଘର ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀର ଚନ୍ଦନପୁର…

ରଇପୁର ସମବାୟ ସମିତିରେ ଜାତୀୟ ପତାକା ଉତ୍ତୋଳନ।

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୫-ଅଗଷ୍ଟ-୨୦୨୨ ଆଜି ଅଗଷ୍ଟ ମାସ ୧୫ ତାରିଖ ସ୍ଵାଧୀନତାର ୭୫ ତମ ଅମୃତ ମହୋତ୍ସବ ମହାସମାରୋହରେ ସ୍ବାଧୀନତା ଦିବସ ପାଳନ କରିଛି ରଇପୁର ସମବାୟ ସମିତି।ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ବ୍ରଜମୋହନ ସାମଲ, ପତାକା ଉତ୍ତୋଳନ କରିଥିଲେ। …

ନବୀନଙ୍କ ଜିରୋ ଟଲେରାନ୍ସକୁ ଆଦର୍ଶ କରିଥିବା ଅମର;କ’ଣ କରିବେ?

ଅତୀତରେ ସରକାର କିମ୍ବା ଦଳର ଭାବମୂର୍ତ୍ତି ଉପରେ ଯେ କୌଣସି ପରିସ୍ଥିତିରେ ପ୍ରଶ୍ନ ଉଠିଛି ବିଜୁ ଜନତା ଦଳର ବାଦଶାହ ତଥା ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିରୋ ଟଲେରାନ୍ସ ଗ୍ରହଣ କରିଛନ୍ତି। ଚର୍ଚ୍ଚା ହୁଏ ନବୀନଙ୍କ ରାସ୍ତାରେ ବରିଷ୍ଠ ବିଧାୟକ ତଥା ଜନନେତା ଅମର ପ୍ରସାଦ…

ଆକ୍ସନ ନେବେ ବଡଚଣା ସିଡିପିଓ;ପୋକ ସାଲୁବାଲୁ ଖାଦ୍ୟ ବଣ୍ଟନ!

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୫-୦୭-୨୦୨୨ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ କାଇମାଟିଆ ପଞ୍ଚାୟତର କାଇମାଟିଆ ଅଙ୍ଗନୱାଡି କେନ୍ଦ୍ରରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ କୁନି କୁନି ପିଲା ମାନଙ୍କୁ ପଚା ଅଣ୍ଡା ଓ ଅତି ନିମ୍ନ ମାନର ବାଦାମ ଲଡୁ ଓ ଅନ୍ୟାନ୍ୟ ସାମଗ୍ରୀ ଦିଆ ଯାଉଥିବା…

ଆରମ୍ଭ ହେଲା ସାଧୁ ଚରଣ ବିଦ୍ଯାପୀଠରେ ରଜତ ଜୟନ୍ତୀ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୩୧-୦୫-୨୦୨୨ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସାଧୁଚରଣ ବିଦ୍ଯାପୀଠରେ ରଜତ ଜୟନ୍ତୀ ଆରମ୍ଭ ହୋଇଛି। ନୂତନ ଅନୁଦାନ ପ୍ରାପ୍ତ ଶ୍ରେଣୀ କୋଠରୀକୁ ବଡଚଣା ବିଧାୟକ ତଥା ବିଧାନସଭା ସଦାଚାର କମିଟି ଅଧକ୍ଷ ଅମର ପ୍ରସାଦ ଶତପଥୀ ଉଦଘାଟନ କରିଥିଲେ। …

ଗୋ ସୁରକ୍ଷାକାରୀଙ୍କୁ ଗୁଳିମାଡ଼।

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୨୧-୦୫-୨୦୨୨ ଗୋ ସୁରକ୍ଷାକାରୀଙ୍କ ଉପରେ ଗୁଳିମାଡ଼ କଲେ ଗୋ ଚାଲାଣକାରୀ ବେଗୁନିଆ ଟୋଲ ଗେଟ ପାଖରେ ଘଟିଛି ଗୁଳିକାଣ୍ଡ ।ଗୁଳି ଖାଇଥିବା ବ୍ଯକ୍ତି ବଜରଙ୍ଗ ଦଳ ଓ ଦେବ ସେନା ସଦସ୍ୟ ବୋଲି ସୂଚନା ରହିଛି ।ଘଟଣା ସ୍ଥଳରୁ ଗୋରୁ ବୋଝେଇ ଟ୍ରକ ଜବତ…

ଜୀବନ ସହ ସଂଗ୍ରାମ କରୁଛି ସାହିଲ।

ଅଷ୍ଟିନ୍ ନ୍ଯୁଜ/କଟକ ତା-୧୮-୦୫-୨୦୨୨ ଜୀବନ କ'ଣ ବୁଝିବା ଆଗରୁ ଜୀବନ ସହ କରୁଛି ସଂଘର୍ଷ।ପାଞ୍ଚ ବର୍ଷର ପିଲା ଆଖି ପଟେ ବ୍ଯାଣ୍ଡେଜ ହୋଇ ଓହଳିଛି ପିଣ୍ତୁଳାଟି। ଚିକିତ୍ସା ପାଇଁ ସର୍ବସ୍ବ ହରାଇ ଦେଲେଣି ବାପା ମାଆ। କଟକ ଜିଲ୍ଲା ବୟାଳିଶିମୌଜା ଅଞ୍ଚଳର,ବ୍ରହ୍ମପୁର ପଞ୍ଚାୟତର…

ବୁଦ୍ଧଦେବ ବରିଷ୍ଠ ନାଗରିକ ମଞ୍ଚର ମନ୍ଦିର ସଫେଇ।

ଅଷ୍ଟିନ ନ୍ଯୁଜ/ଯାଜପୁର ତା-୦୯-୦୫-୨୦୨୨ ପରିବେଶ ସୁରକ୍ଷା ଓ ଯତ୍ନ ପାଇଁ ପାଦ କାଢିଛି ବୁଦ୍ଧଦେବ ବରିଷ୍ଠ ନାଗରିକ ମଞ୍ଚ।ଏହି ବରିଷ୍ଠ ନାଗରିକ ମଞ୍ଚର ସମସ୍ତ କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ପରିବେଶ ସୁରକ୍ଷା ଏବଂ ସଫେଇ ପାଇଁ ହାତ ବଢାଇଛନ୍ତି। ଏହି ଅନୁଷ୍ଠାନର ସମସ୍ତ ସଦସ୍ଯ…