News portal website
before header
[URIS id=5393]

ଆରମ୍ଭ ହେଲା ସାଧୁ ଚରଣ ବିଦ୍ଯାପୀଠରେ ରଜତ ଜୟନ୍ତୀ।

0 517

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର

ତା-୩୧-୦୫-୨୦୨୨

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସାଧୁଚରଣ ବିଦ୍ଯାପୀଠରେ ରଜତ ଜୟନ୍ତୀ ଆରମ୍ଭ ହୋଇଛି। ନୂତନ ଅନୁଦାନ ପ୍ରାପ୍ତ ଶ୍ରେଣୀ କୋଠରୀକୁ ବଡଚଣା ବିଧାୟକ ତଥା ବିଧାନସଭା ସଦାଚାର କମିଟି ଅଧକ୍ଷ ଅମର ପ୍ରସାଦ ଶତପଥୀ ଉଦଘାଟନ କରିଥିଲେ।

ଏହା ସହ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ମୁଖ୍ଯ ବକ୍ତା ଭାବେ ମଞ୍ଚରେ ଯୋଗ ଦେଇଥିଲେ।ସଭା ଆରମ୍ଭରୁ ବିଦ୍ଯାପୀଠର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର କରାଯାଇଛି।

Leave A Reply

Your email address will not be published.