News portal website
before header
[URIS id=5393]

ରଇପୁର ସମବାୟ ସମିତିରେ ଜାତୀୟ ପତାକା ଉତ୍ତୋଳନ।

0 167

ଅଷ୍ଟିନ୍ ନ୍ଯୁଜ/ଯାଜପୁର

ତା-୧୫-ଅଗଷ୍ଟ-୨୦୨୨

ଆଜି ଅଗଷ୍ଟ ମାସ ୧୫ ତାରିଖ ସ୍ଵାଧୀନତାର ୭୫ ତମ ଅମୃତ ମହୋତ୍ସବ ମହାସମାରୋହରେ ସ୍ବାଧୀନତା ଦିବସ ପାଳନ କରିଛି ରଇପୁର ସମବାୟ ସମିତି।ସମବାୟ ସମିତିର ସଭାପତି ଶ୍ରୀଯୁକ୍ତ ବ୍ରଜମୋହନ ସାମଲ, ପତାକା ଉତ୍ତୋଳନ କରିଥିଲେ।

ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ସେନାପତି, ଡିଇଓ କୈବଲ୍ୟ ସେନାପତି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ମାୟାଧର ତରାଇଙ୍କ ସମେତ ପ୍ଯାକ୍ସର ଚାଷୀ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ସମୂହ ଜାତୀୟ ସଂଙ୍ଗୀତ ଗାନ କରାଯାଇଥିଲା। ଏହି ସ୍ବାଧୀନତାର ୭୬ ତମ ଦିବସ ଅବସରରେ ସଭାପତି ବ୍ରଜମୋହନ ସାମଲ ଏବଂ ସମ୍ପାଦକ ପ୍ରଶାନ୍ତ ସେନାପତି ପ୍ଯାକ୍ସର ସମସ୍ତ ଚାଷୀ ବୋର୍ଡ ମେମ୍ବର ଏବଂ ଜନସାଧାରଣଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.