News portal website
before header
[URIS id=5393]

ଉତ୍କଳ ଦିଵସ!

0 150

ଆଉ କେତେ ଦିନ?
ଆଉ କେତେ ଦିନ ଗଲେ ଓଡ଼ିଆ ଲୋକଙ୍କୁ ତାଙ୍କ ନିଜ ଭାଷାରେ ସରକାରୀ ପ୍ରମାଣପତ୍ର ଟିଏ ଓ ଵିଜ୍ଞପ୍ତି ଟିଏ ଦେଵ?ଆଉ କେତେ ଦିନ ଗଲେ ଓଡ଼ିଆ ଭାଷାରେ ନ୍ୟାୟ ଘୋଷଣା କରିଵ,ଓଡ଼ିଆ ଲୋକଙ୍କୁ ଓଡ଼ିଆରେ ଶାସନ ମିଳିଵ?

Notice


ଆଉ କେତେ ଦିନ ?
‘ଆମେ ଚଳାଉଛୁ ନାଆ ଆମରି, ଆମରି ନାଆରେ ଆମେ ନାଉରି’ ଲେଖି ଭକୁଆ ସଜେଇଵ? ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହେଵାର ୮୭ ଵର୍ଷ ବିତିଗଲାଣି । ଆଉ କେତେ ଦିନ ସାମାନ୍ୟ ଅଧିକାର ପାଇଁ ଓଡ଼ିଆ ପୁଅ କଳାପତାକା ଧରି ନିଜ ଅଧିକାର ମାଗୁଥିଵ ?


ମଞ୍ଜୁଷା,ଟିକାଲି,ଶ୍ରୀକାକୁଳମ,ସଡେଇକଳା,ଖରସୁଆଁ, ଚକ୍ରଧରପୁର, ମେଦିନପୁରୀ ତ ସ୍ୱପ୍ନରେ ରହିଗଲା,ଏଵେ କେଵଳ କୋଟିଆ ନୁହେଁ, ପଶ୍ଚିମ ବଙ୍ଗ,ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମା ମଧ୍ୟ ଅସୁରକ୍ଷିତ।ଆଉ କେତେଦିନ ତମେ ଜାଣି ନଜାଣିଲା ପରି ସ୍ଥାଣୁ ହୋଇ ଵସିରହିଵ?
ବିଜୁ ବାବୁଙ୍କ ପୂର୍ଵରୁ ଵି ଉତ୍କଳର ଅନ୍ୟ ମହାମନିଷୀଙ୍କର ସ୍ୱପ୍ନ ଥିଲା। ସେମାନେ ଦେଖିଥିଵା ୧୯୩୬ମସିହାର ସ୍ୱପ୍ନ କେବେ ପୂରଣ କରିଵ?
ଆଉ କେତେ ଦିନ?

Leave A Reply

Your email address will not be published.