News portal website
before header
[URIS id=5393]

ବିଜେଡ଼ି କଲା ଉପନିର୍ବାଚନ ପାର୍ଥିନିଙ୍କ ନାମ ଘୋଷଣା!

0 158

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା-୩୧/୦୩/୨୦୨୩

ଝାରସୁଗୁଡ଼ା ଉପନିର୍ବାଚନ ଆସନ୍ତା ମଇ ମାସ ୧୦ ତାରିଖରେ ହେବାକୁ ଯାଉଛି।ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରଥମେ ଉପନିର୍ବାଚନ ପାଇଁ : ଦୀପାଳି ଦାସ ବିଜେଡି ପ୍ରାର୍ଥୀ ବୋଳି ଘୋଷଣା କରାଯାଇଛି।ବିଜେଡି ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।ପୂର୍ବତନ ମନ୍ତ୍ରୀ ତଥା ଝାରସୁଗୁଡା ବିଧାୟକ ସ୍ୱର୍ଗତ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ଅଟନ୍ତି।

Odisha

#Jharsuguda #DeepaliDas

Leave A Reply

Your email address will not be published.