[URIS id=5393]
ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ
ତା/୩୧/୦୩-୨୦୨୩
ହଜାର ହଜାର ଭକ୍ତଙ୍କ ସମାବେଶରେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ,ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ରାମନବମୀ ପର୍ବ ଶେଷ ହୋଇଛି।ମୁଖ୍ୟତଃ ସନ୍ଧ୍ୟା ସମୟରେ ମନ୍ଦିରର ଚାରିପଟେ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଜୟ ଶ୍ରୀ ରାମ ନାରାରେ ମନ୍ଦିର ବେଢା ଫାଟି ପଡୁଥିଲା।