News portal website
before header
Browsing Category

ଜୀବନଶୈଳୀ

ଭାଲୁ କାମୁଡାରେ ଯୁବକ ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି।

ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ ଉଦଳାରୁ-ଜଗବନ୍ଧୁ ପ୍ରଧାନ ତା-୦୨-୦୬-୨୦୨୧ ଉଦଳା ବ୍ଲକର ଖଲାଡି ପଞ୍ଚାୟତର ଜୁଆଳିଆ ଗ୍ରାମର ଯୁବକ ଉପେନ୍ଦ୍ର ଖଡିକା,ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ।ଘଟଣାରୁ ଜଣା ପଡିଛି ଯେ,ତାଙ୍କ ଗାଁର ନିକଟସ୍ଥ ବିଲକୁ ଶୌଚ ପାଇଁ ଯାଉଥିବା ବେଳେ ହଠାତ…

ନେସଲେର ଷାଠିଏ ପ୍ରତିଶତ ଖାଦ୍ୟ ଅସ୍ବାସ୍ଥ୍ୟକର!

ଭୁବନେଶ୍ୱର/ଅଷ୍ଟିନ ନ୍ୟୁଜ୍ ତା-୦୨-୦୬-୨୦୨୧ ପୁଣିଥରେ ବିବାଦରେ ନେସଲେ କମ୍ପାନୀ। ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସ୍ୱିଡେନ୍ କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସଲେ ନିଜେ…

ମିଶନ କମିଶନର ସୁଜାତା ଆର କାର୍ତ୍ତିକେୟନ ପାଣ୍ଡିଆନ,ମନ୍ତ୍ରୀ ଦାୟିତ୍ୱରେ ଟୁକୁନି ସାହୁ।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବାବେଳେ ବିଜଦ ସରକାରକୁ ମିଶନ ଶକ୍ତି ସଫଳତା ଆଣି ଦେବ ଏଥିରେ ଦ୍ବିମତ ନାହିଁ। ଅଷ୍ଟିନ ନ୍ୟୁଜ୍/ଭୁବନେଶ୍ବର ତା-୦୨-୦୬-୨୦୨୧ ବଦଳୁଛି ‘ମିଶନ ଶକ୍ତି’ ବିଭାଗ।ଆସୁଛି ସଂସ୍କାର। ମିଶନ ଶକ୍ତି ବିଭାଗ ଗତକାଲି ଠାରୁ ମହିଳା ଓ ଶିଶୁ କଲ୍ୟାଣ…

ପ୍ରଥମ ଥର କରି ଦାମୀ ଭ୍ୟାକ୍ସିନ ସିପ୍ଲା ଟୋକିଲିଜୁମାବ୍ ର ପ୍ରୟୋଗ।

କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଦାମୀ ଇଞ୍ଜେକସନ ସିପ୍ଲା ଟୋକିଲିଜୁମାବ୍ ର ପ୍ରୟୋଗ ଅଷ୍ଟିନ ନ୍ୟୁଜ/କଟକ ତା-୩୦-୦୫-୨୦୨୧ କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଦାମୀ ଭ୍ୟାକ୍ସିନ ସିପ୍ଲା ଟୋକିଲିଜୁମାବ୍ ର କିଛି ସମୟ ପୂର୍ବରୁ ଏକ କରୋନା ସଂକ୍ରମିତ…

କରୋନା ର ନୂଆ ଅସ୍ତ୍ର କକଟେଲ୍, ଦିନକରେ ହେଉଛନ୍ତି ସୁସ୍ଥ !

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୭-୦୫-୨୦୨୧ କରୋନା ଲଢେଇର ନୂଆ ଅସ୍ତ୍ର ଆଣ୍ଟିବଡ଼ି କକଟେଲ୍। ଏହି ଇଞ୍ଜେକସନ୍ ଦିଆଯିବାର ଦିନକ ପରେ ବହୁବିଧ ସ୍ବାସ୍ଥ୍ୟ ସମସ୍ୟା ଥିବା ୮୪ ବର୍ଷୀୟ ବୃଦ୍ଧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲ ଅଧ୍ୟକ୍ଷ ଡାକ୍ତର ନରେଶ…

ୟସ ସମୀକ୍ଷା କଲେ ବଡଚଣା ବିଧାୟକ।

ଏସଡିଓଙ୍କୁ ବିଦ୍ଯୁତ ଦେବା ପାଇଁ ତାଗିଦ। ଅଷ୍ଟିନ୍ ନ୍ଯୁଜ/ ବଡଚଣା ତା-୨୭-୦୫-୨୦୨୧ ଗତକାଲି ଓଡିଶାରେ ୟସ ବାତ୍ଯାର ପ୍ରଭାବ ଦେଖିବାକୁ ମିଳିଥିଲା, ଆଜି ସକାଳେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବୁଲି ବାତ୍ଯା ର ସମୀକ୍ଷା କରୁଥିବା ବେଳେ, …

ପ୍ରଶାସକ ଓ ପଞ୍ଚାୟତ ପ୍ରତିନିଧିମାନଙ୍କୁ ନବୀନଙ୍କ ଧନ୍ଯବାଦ।

ବାତ୍ଯା ପ୍ରଭାବିତ ଲୋକଙ୍କୁ ସାତଦିନ ପର୍ଯ୍ୟନ୍ତ ରିଲିଫ;ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୨୬-୦୫-୨୦୨୧ ୟସକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା କରିଛନ୍ତି। ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ୭ ଦିନ ରିଲିଫ୍ ଦେବାକୁ…

ମୟୁରଭଞ୍ଜରେ ଅକ୍ସିଜେନ ପ୍ଲାଣ୍ଟ;ବବିଙ୍କ ନିଷ୍ପତ୍ତି!

ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ ତା-୨୫-୦୫-୨୦୨୧ ଜଗବନ୍ଧୁ ପ୍ରଧାନ ଆଜି ସକାଳେ ଉଦଳା ବିଜେଡିର ପୂର୍ବତନ ବିଧାୟକ ଶ୍ରୀନାଥ ସରେନ ଏକ ପ୍ରେସ ରିଲିଜ ମାଧ୍ୟମରେ ମୟୂରଭଞ୍ଜର ବିଜେପି ନେତା ଓ ବାଲେଶ୍ଵର ଏମ.ପି ଙ୍କର ମୟୂରଭଞ୍ଜ ଆଦିବାସୀ ଜିଲ୍ଲାକୁ ଅଣଦେଖା କରିବା ଅତ୍ୟନ୍ତ ଦୁଃଖଦ…

ମାଲକାନଗିରିରେ ଡଙ୍ଗାବୁଡି ଆଖି ବୁଜିଲେ ସାତଜଣ।

ମାଲକାନାଗିରି/ଅଷ୍ଟିନ୍ ନ୍ଯୁଜ ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋ‍ଇଥିବା ବେଳେ ଜଣେ ମୃତ। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ…