କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଦାମୀ ଇଞ୍ଜେକସନ ସିପ୍ଲା ଟୋକିଲିଜୁମାବ୍ ର ପ୍ରୟୋଗ

ଅଷ୍ଟିନ ନ୍ୟୁଜ/କଟକ
ତା-୩୦-୦୫-୨୦୨୧
କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଦାମୀ ଭ୍ୟାକ୍ସିନ ସିପ୍ଲା ଟୋକିଲିଜୁମାବ୍ ର କିଛି ସମୟ ପୂର୍ବରୁ ଏକ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ପ୍ରୟୋଗ କରାଯାଇଛି।
କଟକର ସିଫା ହସ୍ପିଟାଲରେ ଡାକ୍ତର ସଲିମଙ୍କ ତତ୍ବାବଧାନରେ ସାଜିଦ ହୁସେନ ଚିକିତ୍ସିତ ହେଉଛନ୍ତି ବୋଲି ସୂଚନା ମିଳୁଛି। ଏହି ଡୋଜର ପ୍ରତିଟି ମୂଲ୍ଯ ଭାରତୀୟ ଟଙ୍କାରେ ୪୫୦୦୦ ହଜାର ବୋଲି ଜଣାପଡିଛି। ତେବେ ଏହି ଡୋଜ ନେଲା ଭାଇରସ ବିରୁଦ୍ଧରେ ଅଧିକ ଶକ୍ତିଶାଳୀ ହୋଇ ଶରୀରରେ ଇମ୍ଯୁନିଟ ପାଓ୍ବାର ବଢିବ ବୋଲି ଜଣାଯାଇଛି।
ଏହା ଓଡିଶା ରେ ଦିଆଯିବାର ପ୍ରଥମ ଥର ପାଇଁ ନଜର ଆସିଛି।କୁହାଯାଉଛି ରାଷ୍ଟ୍ରପତି ଡ଼ୋନାଲ୍ଡ଼ ନେଇଥିବା ଦାମୀ କୋଭିଡ୍ ଭ୍ୟାକ୍ସିନ ସିପ୍ଲା ଟୋକିଲିଜୁମାବ୍ କଟକର ଏକ ଘରୋଇ ହସ୍ପିଟାଲରେ ପ୍ରଥମ ଥର କରି ଜଣେ କୋଭିଡ୍ ରୋଗୀ ଠାରେ ପ୍ରୟୋଗ କରାଗଲା ବୋଲି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia



