News portal website
before header
[URIS id=5393]

ଦଳିଦେଲା ଦନ୍ତା ହାତୀ:ପ୍ରାଣ ହରାଇଲେ ଯୁବକ।

0 361

ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ

Notice

ଜଗବନ୍ଧୁ ପ୍ରଧାନ

ତା-୦୬-୦୬-୨୦୨୧

ଦଳିଦେଲେ ଗଜରାଜ ହସ୍ତୀ।ଦନ୍ତାହାତୀ ଚକଟି ମାରି ଦେଇଛି ଜଣେ ଯୁବକକୁ। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧିନସ୍ଥ କଲମଗଡିଆ ପଂଚାୟତର ରୁଗୁଡି ଗ୍ରାମରେ। ଏହି ଗ୍ରାମର ଭରଡାସାହିର ବାରାସା ଟୁଡୁଙ୍କୁ ହାତୀ କଳମଗଡିଆ ଜଙ୍ଗଲ ମଧ୍ୟରେ ମାରି ଦେଇଛି ।

ଯୁବକ ଜଣକ ପହର ଦିନଠାରୁ ଉକ୍ତ ଜଙ୍ଗଲକୁ ଯାଇଥିଲେ,ଫେରି ନ ଥିଲେ। ସେହି ଗାଁର କିଛି ଲୋକମାନେ ତାଙ୍କର ମୃତ ଶରୀରକୁ ଗତକାଲି ଦେଖିବାକୁ ଜଙ୍ଗଲରେ ପାଇଥିଲେ।ପରେ କପ୍ତିପଦା ବନ ବିଭାଗକୁ ଖବର ଦେଇଥିଲେ ।

କପ୍ତିପଦା ବନବିଭାଗର କର୍ମଚାରୀମାନେ ସେହି ଶବକୁ ଆଣି ଉଦଳା ଡାକ୍ତରଖାନାରେ ପୋଷ୍ଟମର୍ଟମ କରାଇଥିଲେ।ଶବବ୍ୟବଚ୍ଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିଲା।ଫରେଷ୍ଟର ରଣଜିତ ଦଣ୍ଡପାଟ ଓ ରେଞ୍ଜର ମହେଶ୍ବର ସିଂଙ୍କ ତରଫରୁ ମୃତ ଯୁବକଙ୍କ ପରିବାରକୁ ସରକାରୀ ଅନୁକମ୍ପା ସାହାଯ୍ୟ କରାଯାଇଛି।ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତରେ ଆର୍ଥିକ ଅନୁକମ୍ପା ରାଶି ବନବିଭାଗ ତରଫରୁ ଦିଆଯାଇଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.