News portal website
before header
Browsing Category

ଅପରାଧ

ମହିଳା ଅଧିକାରୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ବାୟୁସେନା ଅଧିକାରୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ମହିଳା ଅଧିକାରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହେଲେ ବାୟୁସେନା ଅଧିକାରୀ। ଜଣେ ୨୯ ବର୍ଷୀୟ ମହିଳା ଅଧିକାରୀଙ୍କ ସହ ସେ ଦୁଷ୍କର୍ମ କରିଥିବା ନେଇ ବାୟୁସେନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା…

୨ଟି କାର୍‌ରୁ ୨ କୁଇଣ୍ଟାଲରୁ ଉର୍ଦ୍ଧ୍ଵ ଗଞ୍ଜେଇ ଜବତ, ୪ ଗିରଫ

  ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଲେ ଅଭିଯୁକ୍ତ । ଆନ୍ଧ୍ରପ୍ରଦେଶ ନାର୍ସିପାଟଣା ଅଞ୍ଚଳରୁ ଭାୟା ଓଡ଼ିଶା ଦେଇ ମଧ୍ୟପ୍ରଦେଶ ଗଞ୍ଜେଇ ଚୋରା ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛନ୍ତି…

ଭିଜିଲାନ୍ସ ପଞ୍ଝାରେ ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଭିଜିଲାନ୍ସ ଜାଲରେ ଥାନା ବାବୁ। ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲାର ଗୋପରେ । ମିଳିଥିବା ସୂଚନା ଅନୁସାରେ, ଭିଜିଲାନ୍ସ ଜାଲରେ ପଡିଛନ୍ତି ଗୋପ ଥାନା ଏଏସଆଇ ରାଧାଶ୍ୟାମ ନାୟକ। ଜମିବାଡି ଵିଵାଦର ସମାଧାନ ପାଇଁ ୨ହଜାର ଟଙ୍କା ଲାଞ୍ଚ…

ନ୍ଯାୟ ନ ଦେଲେ ଆତ୍ମହତ୍ଯା କରିବି;ଅଙ୍ଗନବାଡି ଦିଦିଙ୍କ ଚେତାବନୀ!

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୩-୦୯-୨୦୨୧ ଅଙ୍ଗନବାଡ଼ି ଦିଦିଙ୍କୁ ପ୍ରେମ ନିବେଦନ କରିବା ମହଙ୍ଗା ପଡିଛି।କେବଳ ପ୍ରେମ ନିବେଦନ ନୁହେଁ ବୟସ୍କ ବ୍ୟକ୍ତି ଜଣକ ଅଶ୍ଲୀଳ ଇଙ୍ଗିତ କରୁଥିବା ନେଇ କୋରେଇ ଥାନାରେ ଅଭିଯୋଗ କରିଛନ୍ତି ଅଙ୍ଗନବାଡ଼ି ଦିଦି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା…

କ୍ରାଇମବ୍ରାଞ୍ଚର ବିଦ୍ୟାଭାରତୀକୁ ଜେରା ପରେ;ଦୋଷୀ ଧରା ପଡିବ ତ?

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ତା-୦୩-୦୯-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ କପ୍ତିପଦା ନିକଟସ୍ଥ ଗୌଡ଼ଗାଁରେ ଗତକାଲି ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ଦଳ ଆସିଥିଲେ ଯେଉଁଥିରେ ୫ଜଣ ଅଧିକାରୀ ଥିଲେ।ଏସିଏଫ ସୌମ୍ୟର ମୃତ୍ୟୁ ରହସ୍ୟର ସଠିକ ତଥ୍ୟ ଏପର୍ଯ୍ୟନ୍ତ ପୋଲିସ କିମ୍ବା…

ଧଳ ସାମନ୍ତ ସହଯୋଗୀ ଦିଲୁକୁ ଗିରଫ କଲା କମିସନରେଟ ପୋଲିସ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତାରିଖ-୨୩-୦୮-୨୦୨୧ କମିସନରେଟ ପୋଲିସ ପଞ୍ଝାରେ ଫେରାର ଅପରାଧୀ ଦିଲୁ। ଦିଲୁ ଧଳସାମନ୍ତ ଭ୍ରାତାଙ୍କ ଡାହାଣ ହୋଇ କାମ କରୁଥିଲା।୨୦୧୬ରେ ଓମ ଓ ଦୀପୁର ହତ୍ଯା ଘଟାଇ ପ୍ରଦୀପ ସାହୁ ଓରଫ ଦିଲୁ ଫେରାର ଥିଲା। ରାୟଗଡ଼ାରୁ ଗିରଫ କଲା କମିସନରେଟ ପୋଲିସର…

EOW ହାତରେ ଚାରିଶବିଶ ବିଜୟାନନ୍ଦ ଚିଠା

ଅଷ୍ଟିନ୍ ନ୍ଯୁଜ /ଭୁବନେଶ୍ୱେର ତା -୨୩/୦୮/୨୦୨୧ ଓଟିଡିସିର ଜାଲ୍ ଵାର୍କ ଅର୍ଡର୍‌ ଦେଇ ଜଣେ ସ୍ପେସାଲ୍ କ୍ଲାସ୍ ଠିକାଦାରଙ୍କଠାରୁ ୩ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଧୂର୍ତ୍ତ ବାବା ସ୍ବାମୀ ବିଜୟାନନ୍ଦ ମହାରାଜ ଓରଫ୍ ବିଜୟାନନ୍ଦ ଚୌଧୁରୀର କଳା କାରନାମାର ଚିଠା ଇଓଡବ୍ଲୁ…

ଉଦଳା ବନବିଭାଗ ଚଢ଼ାଉରେ ୨୩ ଲଗ କାଠ ସହ ଗାଡ଼ି ଜବତ!

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ତା-୧୩-୦୮-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଆଜି ଭୋର ସମୟରେ ଯଇଦା ଦାମଦୋରପୁର ପାଖ,ମାର୍ସିଙ୍ଗା ନିକଟରେ ଉଦଳା ବନବିଭାଗ କର୍ମଚାରୀମାନଙ୍କ ଦ୍ୱାରା ଚଢାଉ ହେଇଥିଲା।ଏକ ପିକଅପ ଗାଡ଼ିରେ ନିମ୍ବ ଓ ଗମ୍ଭାରୀ କାଠ ଯାଉଥିଲା।ଉକ୍ତ ଗାଡିରେ ୨୩ ଲଗ କାଠ…

ବ୍ରାଉନ ସୁଗାର ୫୫୦.୦୦ଗ୍ରାମ ସହ, ନଗଦ ୩୫ ଲକ୍ଷ ଟଙ୍କା ଜବତ;ଦୁଇ ଅଟକ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୧୪-୦୭-୨୦୨୧ କମିସନରେଟ ପୋଲିସକୁ ମିଳିଛି ବଡ ସଫଳତା।ଭୁବନେଶ୍ୱରରେ ଜବତ ହୋଇଛି ୫୫୦.୦୦ ଗ୍ରାମ ବ୍ରାଉନ ସୁଗାର, ନଗଦ ୩୫ ଲକ୍ଷ ଟଙ୍କା, ଗୋଟିଏ ମାରୁତି ସୁଜୁକି ଅଲଟୋ, ଟିଭିଏସ ମଟର ସାଇକେଲ ସହ ଗୋଟିଏ ୟମା ଗାଡିଗାଡି ସମେତ ଛଅଟି ମୋବାଇଲ…

ପାହାଡ ଗୁମ୍ଫାରୁ ମିଳିଲା ହାତଗୋଡ଼ ବନ୍ଧା ଶବ ।

ଅଷ୍ଟିନ ନ୍ୟୁଜ୍/ମୟୂରଭଞ୍ଜ ତା-୧୧-୦୭-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଶରତ ଥାନା ଅଧୀନରେ ପାହାଡ଼ର ପଥର ଖୋପରୁ ଏକ ଗଳିତ ଶବ ଉଦ୍ଧାର ହୋଇଛି। ଶବ୍ଦର ହାତଗୋଡ଼ ବାନ୍ଧି ପକାଯାଇଥିବାର ଦେଖିବାକୁ ମିଳିଥିଲା।କିଛି ପିଲାମାନେ ଗାଁ ର ଛେଳି ଜଙ୍ଗଲ ଭିତରକୁ ଚରାଇବା ପାଇଁ…