ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତାରିଖ-୨୩-୦୮-୨୦୨୧
କମିସନରେଟ ପୋଲିସ ପଞ୍ଝାରେ ଫେରାର ଅପରାଧୀ ଦିଲୁ। ଦିଲୁ ଧଳସାମନ୍ତ ଭ୍ରାତାଙ୍କ ଡାହାଣ ହୋଇ କାମ କରୁଥିଲା।୨୦୧୬ରେ ଓମ ଓ ଦୀପୁର ହତ୍ଯା ଘଟାଇ ପ୍ରଦୀପ ସାହୁ ଓରଫ ଦିଲୁ ଫେରାର ଥିଲା। ରାୟଗଡ଼ାରୁ ଗିରଫ କଲା କମିସନରେଟ ପୋଲିସର ସ୍ପେସାଲ୍ ସ୍କ୍ବାଡ।
ପ୍ରଦୀପ ସାହୁ ଓରଫ ଦିଲୁ ନିକଟରୁ ଗୋଟିଏ ବନ୍ଧୁକ ଛଅ ରାଉଣ୍ଡ ଗୁଳି ସହ ତିନିଟି ମୋବାଇଲ ଜବତ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ
