News portal website
before header
Browsing Category

ରାଜନୀତି

ବିଜେଡି ସରକାର ଉପରେ ମନଭରି ବର୍ଷିଲେ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ

ଭୁବନେଶ୍ବର: ତା-୧୨-୧୨-୨୦୨୦ ରାଜ୍ୟ ବିଜେପିର ନବନିଯୁକ୍ତ ପ୍ରଭାରୀ ଡି. ପୁରନ୍ଦେଶ୍ବରୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପି ଉତ୍ସାହିତ ହୋଇ ପଡିଛି। ନୂଆ ପ୍ରଭାରୀ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି। ଏହା ପରେ ଆଜି ସେ ପ୍ରେସ୍‌ମିଟ୍‌ କରି ରାଜ୍ୟର…

ପୁଣି ସୋସିଆଲ ମିଡିଆରେ ଅନୁଭବ ଟ୍ରୋଲ!

ନୂଆଦିଲ୍ଲୀ/ଭୁବନେଶ୍ୱର ତା -୧୧-୧୨-୨୦୨୦ ପୁଣି ବିବାଦରେ କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି। ଅନୁଭବ ମହାନ୍ତି ଏମିତି ଜଣେ ରାଜନେତା ଏକାଧାରରେ ଜଣେ ଅଭିନେତା ମଧ୍ୟ ଯାହାଙ୍କ ନାଁ ପଛରେ ବିବାଦ ଯୋଡି ରହିଛି। ତେବେ ଏଥର ଚର୍ଚ୍ଚା ଗୋଟିଏ ସୋସିଆଲ୍…

ପରୀକୁ ନ୍ୟାୟ ଦାବିରେ ରାଜଭବନ ସମ୍ମୁଖରେ ବିଜେପିର ଗଣ ଧାରଣା

ଭୁବନେଶ୍ବର: ତା-୭-୧୨-୨୦୨୦ ବହୁ ଚର୍ଚ୍ଚିତ ନୟାଗଡ଼ର କୋମଳମତି ପରୀ ହତ୍ୟା ମାମଲାରେ ବିରଧ ଥମିବାର ନାଁ ନେଉନି। ପରୀ କୁ ନ୍ୟାୟ ପ୍ରଦାନ ପାଇଁ ରାଜଭବନ ଆଗରେ ବିଜେପି ପକ୍ଷରୁ ଦିଆଯାଇଛି ଗଣ ଧାରଣା । ଏହି ଧାରଣାରେ ବହୁ ବରିଷ୍ଠ ନେତା ସାମିଲ ଅଛନ୍ତି । ମାମଲାର CBI ତଦନ୍ତ ଓ…

ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ହିସାବ ଦେଲେ ବିଧାୟକ ରମେଶ ଜେନା

ବ୍ରହ୍ମପୁର : ତା-୬-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ପରେ ଖୋଲୁଛି ଦୁର୍ନୀତିର ପେଡି। ଦୀର୍ଘ ୧୬ବର୍ଷ ଧରି ଶାସକ ଦଳରେ ଥାଇ କ୍ଷମତାର ଅପବ୍ୟବହାର କରି ଦୁର୍ନୀତି କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା…

ସମ୍ବିତ ପାତ୍ରଙ୍କୁ କୋର୍ଟକୁ ଟାଣିବ କଂଗ୍ରେସ

ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କୋର୍ଟକୁ ଟାଣିବ କଂଗ୍ରେସ। ପରୀ ହତ୍ୟା ମାମଲାରେ SIT ତଦନ୍ତ ଦାବି କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ତେବେ ସରକାର ମଧ୍ୟ ତାଙ୍କ ଦାବି ପୂରଣ କରିଥିଲେ। କିନ୍ତୁ ଏହି ଘଟଣାରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା…

ପରୀ ହତ୍ୟା ମାମଲା : ବିରୋଧୀଙ୍କୁ ଟାର୍ଗେଟ କଲା ବିଜେଡି

ଭୁବନେଶ୍ବର: ତା-୫-୧୨-୨୦୨୦ ପରୀ ହତ୍ୟା ଘଟଣାରେ ବିରୋଧୀ କଂଗ୍ରେସ ଓ BJP ଟିମ୍‌ର ନୟାଗଡ଼ ଗସ୍ତ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ପରୀ ହତ୍ୟାକୁ ଖିଅ କରି ରାଜନୀତି ନ କରନ୍ତୁ ବିରୋଧୀ । ପରୀ କିପରି ନ୍ୟାୟ ପାଇବ ରାଜ୍ୟ ସରକାର…

ଅପରାଜିତାଙ୍କୁ ମିଳିଲା ଗୁରୁ ଦାୟିତ୍ଵ

ଭୁବନେଶ୍ବର: ତା-୪-୧୨-୨୦୨୦ ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପିର ନୂଆ ଦାୟିତ୍ବ ଦେଇଛି ଦଳ।ଓଡ଼ିଶା, ଆଣ୍ଡାମାନ-ନିକୋବର ଓ ପଣ୍ଡିଚେରୀର ମିଡିଆ ପ୍ରଭାରୀ ଦାୟିତ୍ବ ଅପରାଜିତାଙ୍କୁ ମିଳିଛି। ପୂର୍ବରୁ ଦଳ ତାଙ୍କୁ ବିଜେପିର…

ଇଡି ଜାଲରେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ତା-୪-୧୨-୨୦୨୦  ଆଇଏଫ୍ଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କାରବାର ସଂପର୍କରେ ଇଡି ତଦନ୍ତ ପ୍ରସଙ୍ଗରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବି ତଦନ୍ତ ପରିସରକୁ ଆଣିବ ଇଡି। ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତଦନ୍ତ ପରିସରଭୁକ୍ତ କରିବ ପ୍ରବର୍ତ୍ତନ…

ପରୀକୁ ନ୍ୟାୟ ଦାବିରେ ଅରୁଣ ସାହୁଙ୍କ ବାସଭବନ ଘେରାଉ

ଭୁବନେଶ୍ବର:  ତା-୦୪-୧୨-୨୦୨୦ ନୟାଗଡ଼ ପରୀ ହତ୍ୟା ଘଟଣାରେ ରାଜନୀତି ତେଜିବାରେ ଲାଗିଛି । ଏହି ଘଟଣାରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରାଯାଇଛି । ମନ୍ତ୍ରୀ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ମନ୍ତ୍ରୀଙ୍କ ସରକାରୀ ବାସଭବନ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର:  ତା-୩-୧୨-୨୦୨୦ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ତାଙ୍କ ବିରୋଧରେ ଦଫା ୪୧୯, ୪୨୦, ୪୬୭, ୪୬୮, ୪୬୯, ୪୭୧, ୧୨୦ ବି ରେ ମାମଲା ରୁଜୁ ହୋଇଛି। ଟାଟା କମ୍ପାନୀରେ ଚାକିରି କରାଇଦେବା ପାଇଁ ଭାବି ଜ୍ୱାଇ ଆକାଶ ପାଠକଙ୍କ ନାଁରେ…