News portal website
before header
[URIS id=5393]

ବିଜେଡି ସରକାର ଉପରେ ମନଭରି ବର୍ଷିଲେ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ

0 156

ଭୁବନେଶ୍ବର:

Notice

ତା-୧୨-୧୨-୨୦୨୦

ରାଜ୍ୟ ବିଜେପିର ନବନିଯୁକ୍ତ ପ୍ରଭାରୀ ଡି. ପୁରନ୍ଦେଶ୍ବରୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ପରେ ରାଜ୍ୟ ବିଜେପି ଉତ୍ସାହିତ ହୋଇ ପଡିଛି। ନୂଆ ପ୍ରଭାରୀ ଦଳୀୟ କର୍ମୀ ଓ ନେତାଙ୍କୁ ଗୁରୁ ମନ୍ତ୍ର ଦେଇଛନ୍ତି। ଏହା ପରେ ଆଜି ସେ ପ୍ରେସ୍‌ମିଟ୍‌ କରି ରାଜ୍ୟର ବିଜେଡି ସରକାର ଉପରେ ଖୁବ ବର୍ଷିଛନ୍ତି । ସେ କହିଛନ୍ତି, ‘ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହାନ୍ତି ରାଜ୍ୟ ସରକାର, ଓଡ଼ିଶାରେ ସୁଶାସନ ନୁହେଁ କୁଶାସନ ଚାଲିଛି।

‘କଚ୍ଚା ଘରକୁ ପକ୍କା ଘର କରିବା ପ୍ରତିଶ୍ରୁତି ପୂରଣ କରିନାହିଁ ବିଜେଡି’ । ଆୟୁଷ୍ମାନ ଭାରତ ଯୋଜନା କଣ ପାଇଁ ଆପଣାଇଲେନି ଏବଂ
କେତେ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ହୋଇଛି ବୋଲି ପ୍ରଶ୍ନ କଲେ । ଆଇନଶୃଙ୍ଖଳା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ପୁରନ୍ଦେଶ୍ବରୀ

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.