News portal website
before header
[URIS id=5393]

ପରୀକୁ ନ୍ୟାୟ ଦାବିରେ ଅରୁଣ ସାହୁଙ୍କ ବାସଭବନ ଘେରାଉ

0 233

ଭୁବନେଶ୍ବର: 

ତା-୦୪-୧୨-୨୦୨୦

ନୟାଗଡ଼ ପରୀ ହତ୍ୟା ଘଟଣାରେ ରାଜନୀତି ତେଜିବାରେ ଲାଗିଛି । ଏହି ଘଟଣାରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରାଯାଇଛି । ମନ୍ତ୍ରୀ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ଦାବିରେ ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଛି ବିଜେପି ମହିଳା ମୋର୍ଚ୍ଚା । ତେବେ ଏହି ସମୟରେ ପୁଲିସ ଓ  କର୍ମୀ ଠେଲାପେଲା ହେବା ସହ ଧସ୍ତାଧସ୍ତି ହୋଇଛନ୍ତି । ସେପଟେ ପରୀକୁ ନ୍ୟୟ ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି । ପ୍ରତି ନିର୍ବାଚନ ମଣ୍ଡଳୀରେ ପରୀକୁ ନ୍ୟାୟ ଦେବା ପାଇଁ ପଦଯାତ୍ରା କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସେ ସୂଚନା ଦେଇଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.