ଭୁବନେଶ୍ବର:

ତା-୪-୧୨-୨୦୨୦
ଭୁବନେଶ୍ବର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପିର ନୂଆ ଦାୟିତ୍ବ ଦେଇଛି ଦଳ।ଓଡ଼ିଶା, ଆଣ୍ଡାମାନ-ନିକୋବର ଓ ପଣ୍ଡିଚେରୀର ମିଡିଆ ପ୍ରଭାରୀ ଦାୟିତ୍ବ ଅପରାଜିତାଙ୍କୁ ମିଳିଛି। ପୂର୍ବରୁ ଦଳ ତାଙ୍କୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା କରିଥିଲା।ତେବେ ଅପରାଜିତା ଷଡଙ୍ଗୀ ଏହି ଗୁରୁ ଦାୟିତ୍ଵ ମିଳିବା ପରେ ତାଙ୍କ ଫ୍ୟାନ ଫଲୋୟର ଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ଓଡ଼ିଶା ରାଜନୀତିରେ ଅପରାଜିତା ଷଡଙ୍ଗୀ ହେଉଛନ୍ତି ଜଣେ ଚର୍ଚ୍ଚିତ ବିଜେପି ନେତ୍ରୀ।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia
