News portal website
before header
[URIS id=5393]

ପତିତପାବନ ଦର୍ଶନ କଲେ ମନ୍ଦିର କାହିଁକି ଖୋଲୁନି ବୋଲି ପ୍ରଶ୍ନ କଲେ ପୁରନ୍ଦେଶ୍ବରୀ

0 158

ପୁରୀ:

Notice

ତା-୧୨-୧୨-୨୦୨୦

ରାଜ୍ୟ ବିଜେପିର ନବନିଯୁକ୍ତ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଆଜି ପୁରୀରେ ପତିତପାବନ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ବନ୍ଦ ଥିବାରୁ ସିଂହଦ୍ବାରରୁ ଦର୍ଶନ କରିଛନ୍ତି । ଏହା ପରେ ସରକାର ଶ୍ରୀମନ୍ଦିର କାହିଁକି ଖୋଲୁ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ‘ଭକ୍ତଙ୍କ ସହ ଏଭଳି କରିବା ଉଚିତ ନୁହେଁ’ ବୋଲି ପୁରନ୍ଦେଶ୍ବରୀ କହିଛନ୍ତି। ଏହା ବ୍ୟତୀତ ବଗଲା ଧର୍ମଶାଳା ଜମି ବିକ୍ରି ଉପରେ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, ‘ମହାପ୍ରଭୁଙ୍କ ସମ୍ପତ୍ତିକୁ ସରକାର ବିକ୍ରି କରିଛନ୍ତି, BJP ପ୍ରବକ୍ତା ସମ୍ବିତ ପାତ୍ର ଏହା ବିରୋଧରେ କୋର୍ଟରେ ଲଢୁଛନ୍ତି’ ।ମହାପ୍ରଭୁଙ୍କ ସମ୍ପତ୍ତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.