Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ରାଜନୀତି
ଘୁଞ୍ଚିଲା ଉପନିର୍ବାଚନ ତାରିଖ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଅକ୍ଟୋବର ୩୦ରେ ଉପନିର୍ବାଚନ ନେଇ ଘୋଷଣା କଲେ ନିର୍ବାଚନ କମିଶନର । ତେବେ ସମ୍ପ୍ରତି ଦେଖାଦେଇଥିବା କୋରୋନା, ଗୁଲାବ ବାତ୍ୟା, ଏବଂ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ରଦ୍ଦ କରାଯାଇଥିବା ନେଇ ସୂଚନା ଦେଇଛନ୍ତି!-->!-->!-->!-->!-->!-->!-->…
କଂଗ୍ରେସରେ ସାମିଲ ହେଲେ ଯୁବ ନେତା କହ୍ନୈୟା କୁମାର ଓ ଜିଗ୍ନେଶ ମେବାନୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ସିପିଆଇ ନେତା କହ୍ନୈୟା କୁମାର ଏବଂ ଗୁଜରାଟର ବିଧାୟକ ଜିଗ୍ନେଶ ମେବାନୀ କଂଗ୍ରେସରେ ସାମିଲ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଏଆଇସିସି ମୁଖ୍ୟାଳୟରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଉଭୟ ବିଧିବଦ୍ଧ ଭାବେ ହାତ ଦଳରେ ସାମିଲ ହୋଇଛନ୍ତି।!-->!-->!-->!-->!-->…
ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ୍ ସିଂ ସିଦ୍ଧୁ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପଞ୍ଜାବ କଂଗ୍ରେସରେ ପୁଣି ସଙ୍କଟ। କିଛି ସମୟ ପୂର୍ବରୁ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ପଞ୍ଜାବ ପିସିସି ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ଏ ସମ୍ପର୍କରେ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର!-->!-->!-->!-->!-->!-->!-->…
ପିପିଲି ଉପ-ନିର୍ବାଚନ ପାଇଁ ଏକ୍ଜିଟ୍ ପୋଲ୍ ଉପରେ ନିଷେଧାଦେଶ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପ ନିର୍ବାଚନ ପରିପ୍ରେକ୍ଷୀରେ ଏକ୍ଜିଟ୍ ପୋଲ୍କୁ ନିଷିଦ୍ଧ କରାଯାଇଛି। କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ୍ ବ୍ୟୁରୋ, ରେଡିଓ ଏବଂ ଟିଭି ଚାନେଲ ଏକ୍ଜିଟ୍ ପୋଲ୍ ପ୍ରକାଶ ଓ!-->!-->!-->!-->!-->…
କଂଗ୍ରେସ ନେତା ଦିଗ୍ବିଜୟଙ୍କ ବିବାଦୀୟ ବୟାନ : କହିଲେ, ” ପିଲାଙ୍କ ମନରେ ଘୃଣାଭାବ ଭରୁଛି ସରସ୍ୱତୀ ଶିଶୁ…
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
ପୁଣି ଥରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂ। ବିଜେପି ଓ ଆରଏସଏସକୁ ଟାର୍ଗେଟ କରିବା ସଙ୍ଗେ ସଙ୍ଗେ ଏବେ ସରସ୍ୱତୀ ଶିଶୁ ମନ୍ଦିରର ପାଠପଢାକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ।!-->!-->!-->!-->!-->!-->!-->…
ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ଶପଥ ନେଲେ ଜିତିନ ପ୍ରସାଦଙ୍କ ସମେତ ୭ ମନ୍ତ୍ରୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୭-୦୯-୨୦୨୧
୨୦୨୨ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ ୟୁପିରେ ଯୋଗୀ ଆଦିତ୍ୟନାଥ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ଯୋଗୀ ମନ୍ତ୍ରୀ ମଣ୍ଡଳରେ ୭ ନୂଆ ମୁହଁ ସାମିଲ ହୋଇଛନ୍ତି । ଗତ କିଛିଦିନ ତଳେ ହାତ ଛାଡ଼ି ପଦ୍ମ ଧରିଥିବା ଜିତିନ୍!-->!-->!-->!-->!-->!-->!-->…
ପିପିଲି ବାସୀଙ୍କୁ ସତ୍ଯ ନାୟକଙ୍କ ଜବରଦସ୍ତ ଜବାବ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୨୫-୦୯-୨୦୨୧
"ପିପିଲି ଉପ-ନିର୍ବାଚନ ପ୍ରଚାର ବେଳେ ଅନେକ ଲୋକଙ୍କର ଗୋଟିଏ ପ୍ରଶ୍ନ ଥିଲା,
ଭାଇ, କଣ କଂଗ୍ରେସ ପାରିବ ଏଥର?ମୋର ଉତ୍ତର ହେଉଛି, ଏଥର ପିପିଲିବାସୀ ପାରିବା ଦରକାର।"ପିପିଲି ପଲିଟିକ୍ସ
ଆଉ ପାଞ୍ଚ ଦିନ ପରେ ପିପିଲି!-->!-->!-->!-->!-->!-->!-->!-->!-->…
ଓଟିଡିସି ଅଧ୍ଯକ୍ଷ ମେୟର ହେବେ କି!
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତାରିଖ-୦୬-୦୯-୨୦୨୧
ଦୀର୍ଘ ଦିନ ପରେ ସରକାର ପୌର ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଲା, ନିର୍ବାଚନ କମିଶନରଙ୍କ ଘୋଷଣାକୁ ଅପେକ୍ଷା।
ରାଜଧାନୀ ପାଓ୍ଵାର ହବର ମେୟର ହେବା ପାଇଁ!-->!-->!-->!-->!-->!-->!-->!-->!-->…
ନବୀନଙ୍କ ମହିଳାବ୍ରାଣ୍ଡର କୋଭିଡ ଉଲ୍ଲଘଂନ!
ରାଜ୍ଯ ସରକାରଙ୍କ ଅନ୍ୟ ଏକ ଦ୍ରୁମତମ ଭୋଟ ବ୍ଯାଙ୍କ ଏବଂ ନବୀନଙ୍କ ବ୍ରାଣ୍ଡ ମହିଳା ଶକ୍ତିର କୋଭିଡ ଉଲ୍ଲଘଂନ!
ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର
ତା-୦୩-୦୯-୨୦୨୧
ରାଜ୍ଯ ସରକାର ରାଜ୍ଯରେ କରୋନା କଟକଣା କୋହଳ କରୁଛନ୍ତି।ସମ୍ପୂର୍ଣ୍ଣ ଅନଲକ ହେଇନି ଓଡ଼ିଶା,ରାଜ୍ଯ ସରକାର ,ଏସଆରସି,!-->!-->!-->!-->!-->!-->!-->…
କେନ୍ଦ୍ରୀୟ ବିଦ୍ୟାଳୟ ହେବ ନିଶ୍ଚିତ,କଲେଜ ଅଧ୍ୟାପକଙ୍କର ଟିମରେ ମିଶିବାର ରହସ୍ୟ କଣ ?
ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ
ତା-୨୯-୦୮-୨୦୨୧
ଉଦଳା-ଜଗବନ୍ଧୁ ପ୍ରଧାନ
କପ୍ତିପଦା ଉପଖଣ୍ଡରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ବାଟ ନିଶ୍ଚିତ ହୋଇଯାଇଛି।ଯଦିଓ ଏହି ବିଦ୍ୟାଳୟ ଖୋଲିବା ପାଇଁ କିଛି ଅସୁବିଧା ଥିଲା ତାହା ଦୂର ହୋଇଯାଇଛି।ବିଶେଷ କରି କେନ୍ଦ୍ର ସରକାରଙ୍କର ନୂଆ!-->!-->!-->!-->!-->!-->!-->…
