News portal website
before header

ପାହାଡ ଗୁମ୍ଫାରୁ ମିଳିଲା ହାତଗୋଡ଼ ବନ୍ଧା ଶବ ।

ଅଷ୍ଟିନ ନ୍ୟୁଜ୍/ମୟୂରଭଞ୍ଜ ତା-୧୧-୦୭-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଶରତ ଥାନା ଅଧୀନରେ ପାହାଡ଼ର ପଥର ଖୋପରୁ ଏକ ଗଳିତ ଶବ ଉଦ୍ଧାର ହୋଇଛି। ଶବ୍ଦର ହାତଗୋଡ଼ ବାନ୍ଧି ପକାଯାଇଥିବାର ଦେଖିବାକୁ ମିଳିଥିଲା।କିଛି ପିଲାମାନେ ଗାଁ ର ଛେଳି ଜଙ୍ଗଲ ଭିତରକୁ ଚରାଇବା ପାଇଁ…

ଜଗନ୍ନାଥ ସଂସ୍କୃତିର “ଭକ୍ତିପୂତ ଶ୍ରଦ୍ଧାଞ୍ଜଳି “।

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୧୧-୦୭-୨୦୨୧ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ "ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ" ଅନୁଷ୍ଠିତ ହୋଇଯାଇଛି।ପୁରାତନ ଭଜନ ମାଳା କାର୍ଯ୍ୟକ୍ରମ ଦିବଙ୍ଗତ ପ୍ରତିଷ୍ଠାତା, ସଭାପତି ଶ୍ରୀ ଗୋପୀନାଥ ମହାନ୍ତିଙ୍କ ସ୍ମୁତିରେ "ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ"…

ବଢୁଛି ପିଲାଙ୍କୁ ବିପଦ;କରୋନା ନେଲା ଶିଶୁର ଜୀବନ।

ଅଷ୍ଟିନ ନ୍ଯୁଜ/କଟକ ତା-୧୧-୦୭-୨୦୨୧ ସାରା ବିଶ୍ବରେ କରୋନାକୁ ନେଇ ସଂଙ୍କଟ ଲାଗିରହିଛି।ଠିକ୍ ଏହି ସମୟରେ ରାଜ୍ଯରେ ଆଜି ଏକ ଶିଶୁର କରୋନାରେ ଜୀବନ ଯାଇଛି। ପିଲାଟିର ବୟସ ମାତ୍ର ନଅ ବର୍ଷ ହୋଇଥିବା ବେଳେ।ପିଲାଟି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଜୀବନ ଯାଇଛି,…

ସମଗ୍ର ରାଜ୍ୟରେ ବନ ଉତ୍ସବ ପାଳିତ ବେଳେ ଉଦଳା କଲେଜ ପରିସରରେ ବୃକ୍ଷ କଟା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୯-୦୭-୨୦୨୧ ରାଜ୍ୟ ବନ ଉତ୍ସବ ପାଳିତ ବେଳେ ଉଦଳା କଲେଜ ପରିସରରେ ବୃକ୍ଷ କଟା ଯାଇଥିଲା। ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟସାରା ବିଭିନ୍ନ ଅନୁଷ୍ଠାନ , ସରକାରୀ କାର୍ଯ୍ୟାଳୟ ପରିସରରେ , ବେସରକାରୀ ଅନୁଷ୍ଠାନ , ବନବିଭାଗ ,…

ରେଳ ମନ୍ତ୍ରଳାୟରେ ହେବ ୧୮ ଘଣ୍ଟିଆ ଡ୍ୟୁଟି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୯-୦୭-୨୦୨୧ ଆକ୍ସନ ମୋଡରେ ଅଶ୍ୱିନୀ । ଆସୁଆସୁ ନେଲେ ବଡ଼ ନିଷ୍ପତି, ଏଣିକି ରେଳ ମନ୍ତ୍ରଳାୟରେ ହେବ ୧୮ ଘଣ୍ଟିଆ ଡ୍ୟୁଟି । ଏବେ ଆକ୍ସନ ମୋଡରେ ନୂଆ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୍ । ଶପଥ ଗ୍ରହଣ ପରେ ଦାୟିତ୍ୱ ଗ୍ରହଣ କରିବା ପରେ ହିଁ…

କ୍ଲାସରେ ଡ୍ରାଗନ୍‌ର ଆଲୋଚନା କଲେ ମିଳୁଛି ଧମକ; ଜାଣନ୍ତୁ କେଉଁଠି?

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୯-୦୭-୨୦୨୧ ଚୀନର କମ୍ୟୁନିଷ୍ଟ ସରକାର ନିଜ ବିରୋଧରେ ଉଠୁଥିବା ସ୍ୱରକୁ ଯଥାସମ୍ଭବ ଚାପିଦେବାକୁ ଉଦ୍ୟମ କରିବା ସମସ୍ତେ ଜାଣନ୍ତି । କେବଳ ଦେଶରେ ନୁହଁ, ବରଂ ବିଦେଶରେ ମଧ୍ୟ ଚୀନ ବିରୋଧରେ ସିପିସି ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା…

ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ବନ୍ଦ ରହିବ ସାଧାରଣ ଦର୍ଶନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୯-୦୭-୨୦୨୧ ଆଉ ଦୁଇ ଦିନ ପରେ ରଥାରୁଢ ହେବେ ମହାପ୍ରଭୁ । ଏହା ପୂର୍ବରୁ ଆଜି ମହାପ୍ରଭୁଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ଭକ୍ତ ମାନଙ୍କୁ କିନ୍ତୁ ଏବର୍ଷ ବି ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ କୁ ଦର୍ଷନ କରିପାରିବେ ନାହିଁ ସାଧାରଣ…

ଆଜି ରାଜ୍ୟରେ ୨୮୦୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୯-୦୭-୨୦୨୧ ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ମହାମାରୀରେ ଚାଲୁଥିବା ସମସ୍ୟାକୁ ନେଇ ସତେ ଯେମିତି ଲାଗୁଛି କୋରୋନା କେତେବେଳେ କମୁଛି ତ ଆଉ କେତେବେଳେ ପୁଣି ଦୈନିକ ସଂକ୍ରମଣ ବଢି ଭୟ ବଢାଉଛି ।ଆଜି ରାଜ୍ୟରେ ୨୮୦୬ ନୂଆ କରୋନା…

ମୋଦିଙ୍କ ନୂଆ କ୍ଯାବିନେଟ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଶପଥ ନେଲେ ମୋଦୀ କ୍ୟାବିନେଟ୍‌ର ୪୩ ମନ୍ତ୍ରୀ, ୧୫ ଜଣଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା , ୨୮ ହେଲେ ରାଷ୍ଟ୍ର ମନ୍ତ୍ରୀବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା ନରେନ୍ଦ୍ର ମୋଦୀ । ସରକାରର ଦ୍ଵିତୀୟ ପାଳିରେ ପ୍ରଥମ…

ମହିଳା ବିଜେଡି ସଭାପତିଙ୍କର ବୃକ୍ଷ ରୋପଣ କାର୍ଯ୍ୟକ୍ରମ।

ଅଷ୍ଟିନ୍ ନ୍ୟୁଜ୍ /ମୟୁରଭଞ୍ଜ ତା-୦୭-୦୭- ୨୦୨୧ ମୟୂରଭଞ୍ଜ ଜିଲ୍ଲାର ମହିଳା ବିଜେଡି ସଭାପତିଙ୍କର ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ମୟୂରଭଞ୍ଜ ଜିଲ୍ଲାରେ ମହିଳାମାନଙ୍କୁ ସଂଗଠିତ କରିବା ପାଇଁ ବିଜେଡି ତରଫରୁ ଜିଲ୍ଲାର ସଭାପତି ସବିତା ହାଁସଦା ଓ ଉଦଳାର ପୂର୍ବତନ ବିଧାୟକ ତଥା ବରିଷ୍ଠ…