News portal website
before header
[URIS id=5393]

ମହିଳା ବିଜେଡି ସଭାପତିଙ୍କର ବୃକ୍ଷ ରୋପଣ କାର୍ଯ୍ୟକ୍ରମ।

0 348

ଅଷ୍ଟିନ୍ ନ୍ୟୁଜ୍ /ମୟୁରଭଞ୍ଜ

Notice

ତା-୦୭-୦୭- ୨୦୨୧

ମୟୂରଭଞ୍ଜ ଜିଲ୍ଲାର ମହିଳା ବିଜେଡି ସଭାପତିଙ୍କର ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ମୟୂରଭଞ୍ଜ ଜିଲ୍ଲାରେ ମହିଳାମାନଙ୍କୁ ସଂଗଠିତ କରିବା ପାଇଁ ବିଜେଡି ତରଫରୁ ଜିଲ୍ଲାର ସଭାପତି ସବିତା ହାଁସଦା ଓ ଉଦଳାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡିର ନେତା ଶ୍ରୀନାଥ ସରେନ ସହିତ ବହୁତ ବିଜେଡିର ଯୁବ ଓ ଛାତ୍ର ନେତାମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ସାମିଲ ହୋଇ ଅଛନ୍ତି ।

ଉଦଳା ଡାକ୍ତରଖାନା ସହିତ ଉଦଳା ଥାନା ପରିସରରେ ବିଭିନ୍ନ ବୃକ୍ଷ ଲଗାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ଉଦଳା ଡାକ୍ତରଖାନାରେ ଥିବା ଅଧିକାରୀମାନଙ୍କ ସହିତ ଥାନାର ଏସ . ଡି . ପି .ଓ ଏବଂ ଉଦଳା ଥାନା ଭାରପ୍ରାପ୍ତ ଅଧିକାରୀ ମୁକ୍ତିକାନ୍ତ କୁଲୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.