News portal website
before header

ଉଦଳା ବନଖଣ୍ଡରେ ରେଞ୍ଜର ଘର ଉଦଘାଟିତ।

ଅଷ୍ଟିନ୍ ନ୍ୟୁଜ୍/ମୟୁରଭଞ୍ଜ ତା-୦୭-୦୭-୨୦୨୧ ଉଦଳା ବନବିଭାଗ ଅଫିସ ପରିସରରେ ରେଞ୍ଜରଙ୍କ ଗୃହ ଉଦଘାଟିତ ।ଉଦଳା ବନଖଣ୍ଡ ବିଭାଗ ଅଧିନରେ ବହୁତ ଜଙ୍ଗଲ ଅଛି ତତସହ ବହୁତ ବଡ ଏରିଆ ହୋଇ ଥିବାରୁ କର୍ମଚାରୀମାନଙ୍କ ପାଇଁ ବାସଗୃହର ଅଭାବ ଦେଖିବା ପାଇଁ ମିଳିଛି । ବର୍ତ୍ତମାନ…

କରୋନା ନେଲା ୨୪ ଘଣ୍ଟାରେ ୫୯ ଜୀବନ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ରେକର୍ଡ ପରେ ରେକର୍ଡମୁହାଁ କରୋନା ତାଣ୍ଡବ, ଆଜି ସର୍ବାଧିକ ୫୯ ଜଣଙ୍କର ମୃତ୍ୟୁ । କରୋନା ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି । ଆଜି ସବୁ ରେକର୍ଡ ଭାଙ୍ଗି ଗତ ୨୪ ଘଣ୍ଟା ମଧ୍ୟରେ ୫୯ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ…

ଚବିଶ ଘଣ୍ଟାରେ ୨୬୦୪ ସଂକ୍ରମଣ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ପୁଣି ଖୋର୍ଦ୍ଧାରେ ବଢିଲା ସଂକ୍ରମଣ, ଆଜି ଚିହ୍ନଟ ହେଲେ ୨୬୦୪ ଜଣ କରୋନା ପଜିଟିଭ। ଟ୍ବିନସିଟିରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଗତକାଲି କଟକରେ ସଂକ୍ରମଣ ସର୍ବାଧିକ ଥିଲା ଆଜି ଖୋର୍ଦ୍ଧାରୁ ୫୦୦ ଟପିଛି କରୋନା…

ଜୁଲାଇ ୨୦ରୁ JEE ମେନ ଆରମ୍ଭ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଜୁଲାଇ ୨୦ରୁ ଆରମ୍ଭ JEE ମେନ୍, ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ୍ ୩-୪ ପରୀକ୍ଷା ନେଇ ନିଷ୍ପତି। ଜୁଲାଇ ୨୦ରୁ ଆରମ୍ଭ ହେବ ଚଳିତ ବର୍ଷର JEE ମେନ୍ । ଜୁଲାଇ ୨୦ରୁ ୨୫ ମଧ୍ୟରେ ସେସନ-୩ର ପରୀକ୍ଷା ହେବ । ସେହିପରି ଜୁଲାଇ ୨୭ରୁ…

କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ନେଇ ହୋଇପାରେ ନିଷ୍ପତ୍ତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ! ମୋଦିଙ୍କ କ୍ୟାବିନେଟରେ ଏଣ୍ଟ୍ରି ମାରିପାରନ୍ତି ୨୦ ନେତା, ଓଡ଼ିଶାରୁ କାହାକୁ ମିଳିବ ଚାନ୍ସ, ଚାଲିଛି ଚର୍ଚ୍ଚା। ଆଜି ସଂଧ୍ୟାରେ ହୋଇପାରେ…

ବୋଲବମ ଯାତ୍ରା ପାଇଁ ମିଳିପାରେ ଅନୁମତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଉତ୍ତର ପ୍ରଦେଶ ସରକାର ଚଳିତ ବର୍ଷ ବୋଲବମ ଯାତ୍ରାକୁ ଅନୁମତି ଦେଇପାରନ୍ତି । କରୋନା ଭାଇରସ ସଂକ୍ରମଣ ଯୋଗୁଁ ଗତବର୍ଷ ବୋଲବମ ଯାତ୍ରାକୁ ଦେଶରେ ବାତିଲ କରାଯାଇଥିଲା । ଏଥର ଅନେକ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିବାରୁ…

ତାରକସି ରୂପା କାମକୁ ଜିଆଇ ଟ୍ଯାଗ ପାଇଁ ଆବେଦନ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଓଡ଼ିଶା ରାଜ୍ୟ ସମବାୟ ହସ୍ତତନ୍ତ ନିଗମ ଲିମିଟେଡ୍ କଟକ ରୌପ୍ୟ ତାରକସି କାମକୁ ଭୌଗୋଳିକ ସୂଚକ (ଜିଆଇ) ଟ୍ୟାଗ୍ ମାନ୍ୟତା ପାଇଁ ଆବେଦନ ଦାଖଲ କରିଛି।ବୌଦ୍ଧିକ ଗୁଣଧର୍ମ ଅଧିକାର (ଆଇପିଆର ଓକିଲ ପି ସଞ୍ଜୟ ଗାନ୍ଧୀ…

ବଲିଉଡ ଅଭିନେତା ଦିଲୀପ କୁମାରଙ୍କ ପରଲୋକ।

ଅଷ୍ଟିନ ନ୍ଯୁଜ/ଭୁବନେଶ୍ବର ତା-୦୭-୦୭-୨୦୨୧ ପ୍ରଖ୍ୟାତ ସିନେ କଳାକାର ଦୀଲ୍ଲପ କୁମାର ଙ୍କ ପରଲୋକ ହୋଇଯାଇଛି। ବଲିଉଡ ଜଗତରେ ଦୀର୍ଘ ବର୍ଷ ଧରି ରାଜ ଚଲାଇ ଆସୁଥିଲେ ନିଜର ଅଭିନୟ ଜାଦୁଗରରେ, ହେଲେ ଆଗକୁ ଆଉ ଦେଖିବାକୁ ମିଳିବ ନାହିଁ ତାଙ୍କର ସେ ନିଖୁଣ ଅଭିନୟର ଜାଦୁଗରୀ। ଦୀଲ୍ଲିପ…

ଭଉଁରୀଆବାଡରେ ଗଛ ଲଗା ଆରମ୍ଭ!

ଅଷ୍ଟିନ୍ ନ୍ୟୁଜ୍/ବାଲେଶ୍ବର ତା-୦୬-୦୭-୨୦୨୧ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ଭଉଁରୀଆବାଡ ଗ୍ରାମପଞ୍ଚାୟତରେ ଗଛ ଲଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସନ୍ତୋଷ କୁମାର ଖଟୁଆଙ୍କ ନେତୃତ୍ବରେ ଭଉଁରୀଆବାଡ ଗ୍ରାମପଞ୍ଚାୟତର ତେନ୍ତୁଳିଆପଡା ଗ୍ରାମ ଏବଂ ଏହି…

ଉଦଳା ଉପ ଡାକଘର ଅବସ୍ଥା ସୁଧିରିବ କେବେ ?

ଅଷ୍ଟିନ ନ୍ୟୁଜ୍/ମୟୂରଭଞ୍ଜ ତା-୦୬-୦୭-୨୦୨୧ କପ୍ତିପଦା ଉପଖଣ୍ଡର ଉଦଳାରେ ଉପ ଡାକଘରର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ଓ ଗାଁମାନଙ୍କର ଡାକଘର ଖୋଲି ସମସ୍ତ ନାଗରିକମାନଙ୍କୁ ସୁବିଧା ଦେବାର ଯୋଜନା ଆଜି ବାଟବଣା ହେବାକୁ ଯାଉଛି ।…