Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ପ୍ରକାଶ ପାଇଲା ମଦ୍ରାସା ବୋର୍ଡ ପରୀକ୍ଷା ଫଳ
ପ୍ରକାଶ ପାଇଲା ମଦ୍ରାସା ବୋର୍ଡ ପରୀକ୍ଷା ଫଳ ।ଚଳିତ ବର୍ଷ ସର୍ବମୋଟ ପାସ୍ ହାର ୯୨.୪୭ ପ୍ରତିଶତ । (ଏଚ୍ଏସ୍ସି)ରେ ୨୯୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ୨୩୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ମାହିର (ଯୁକ୍ତ-୨)ରେ ୨୫୮ ଜଣଙ୍କ ମଧ୍ୟରୁ ୨୩୩ ଜଣ, ଆଲିମ୍ ପି୍ର-ଡିଗ୍ରୀ!-->…
ଆକ୍ସନ ନେବେ ବଡଚଣା ସିଡିପିଓ;ପୋକ ସାଲୁବାଲୁ ଖାଦ୍ୟ ବଣ୍ଟନ!
ଅଷ୍ଟିନ୍ ନ୍ଯୁଜ/ଯାଜପୁର
ତା-୧୫-୦୭-୨୦୨୨
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ କାଇମାଟିଆ ପଞ୍ଚାୟତର କାଇମାଟିଆ ଅଙ୍ଗନୱାଡି କେନ୍ଦ୍ରରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ କୁନି କୁନି ପିଲା ମାନଙ୍କୁ ପଚା ଅଣ୍ଡା ଓ ଅତି ନିମ୍ନ ମାନର ବାଦାମ ଲଡୁ ଓ ଅନ୍ୟାନ୍ୟ ସାମଗ୍ରୀ ଦିଆ ଯାଉଥିବା!-->!-->!-->!-->!-->…
ଜୁଲାଇ ୧୫ରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ
ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ । ଚଳିତ ବର୍ଷ ନବୀକରଣ ପଦ୍ଧତି ଉଚ୍ଛେଦ କରାଯାଇଥିବା ଯୋଗୁଁ ନୂତନ ପଞ୍ଜିକରଣ ଆବଶ୍ୟକ । ୧୬ ଅଗଷ୍ଟ ସୁଦ୍ଧା ଫର୍ମ ପୂରଣ କରି ସମିତି କାର୍ଯ୍ୟାଳୟରେ ଚାଷୀ ମାନେ ଆବେଦନ କରିପାରିବେ । foododisha.inରେ ଫର୍ମ!-->…
ପାରିବାରିକ କଳହରୁ ଆତ୍ମହତ୍ୟା ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି। ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଲଷ୍ମୀସାଗର ଥାନା ସିଦ୍ଧିବିନାୟକ!-->…
ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF)ରେ ନାହିଁ ଓଡ଼ିଶାର କୌଣସି କଲେଜ
ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା (NIRF)ରେ ନାହିଁ ଓଡ଼ିଶାର କୌଣସି କଲେଜ। ଓଡ଼ିଶାର କୌଣସି କଲେଜ ଶ୍ରେଷ୍ଠ ୧୦୦ ମଧ୍ୟରେ ନାହିଁ। ଇଞ୍ଜିନିୟରିଂରେ NITକୁ ୧୫, ସୋଆକୁ ୨୭, IIT ଭୁବନେଶ୍ୱରକୁ ୩୬ ରାଙ୍କ ଇଂଜିନିୟରିଂରେ କିଟ୍କୁ ୪୨ ଓ ସିଭି ରମଣକୁ ୯୮ତମ ସ୍ଥାନ ମିଳିଛି ।
କ୍ରାଇମବ୍ରାଞ୍ଚ କବଜାରେ ଫେକ୍ ଲୋନ ଆପ ନିର୍ଦ୍ଦେଶକ
କ୍ରାଇମବ୍ରାଞ୍ଚ EOW କବଜାରେ ଫେକ୍ ଲୋନ ଆପ ନିର୍ଦ୍ଦେଶକ । ଲୋନ ଆପ ନିର୍ଦ୍ଦେଶକକୁ ଦିଲ୍ଲୀରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଲୋକଙ୍କୁ ଅନଲାଇନରେ ଇନଷ୍ଟାଣ୍ଟ୍ ଲୋନ ଦେବାକୁ କହି ଠକୁଥିଲେ । ଦେଶର ୫୦ହଜାର ଲୋକଙ୍କୁ ଠକିଥିବା ସୂଚନା ।ଗିରଫ ଅଭିଯୁକ୍ତର ଚାଇନା ପର୍ଯ୍ୟନ୍ତ ଲିଙ୍କ ଥିବା!-->…
ରାଜଧାନୀ ଭୁବନେଶ୍ୱରରେ ହେବ ସାଇନ୍ସ ସିଟି
ରାଜଧାନୀ ଭୁବନେଶ୍ୱରରେ ହେବ ସାଇନ୍ସ ସିଟି। କୋଲକାତା ସାଇନ୍ସ ସିଟି ଭଳି ଭୁବନେଶ୍ୱରରେ ମଧ୍ୟ ସାଇନ୍ସ ସିଟି ହେବ। ଆଜି ଏ ନେଇ ବିଧାନସଭାରେ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୩୦ ଏକର ଜମି ଯୋଗାଇ ଦେଇଛନ୍ତି। ସେହିପରି ପୁରୀରେ!-->…
ଧବଳେଶ୍ୱର ପୀଠକୁ ବାହୁଙ୍ଗି ଆଣିବା ମନା
ଚଳିତ ବର୍ଷ ଧବଳେଶ୍ୱର ପୀଠକୁ କାଉଡ଼ିଆ ମାନଙ୍କୁ ବାହୁଙ୍ଗି ଆଣିବା ମନା । ପୀଠ ଭିତରକୁ ବାହୁଙ୍ଗି ଆଣିବାକୁ ବାରଣ କଲେ ଆଠଗଡ଼ ଉପଜିଲ୍ଲାପାଳ। ନିର୍ଦ୍ଦେଶ ଅନୁସାରେ ଝୁଲାପୋଲ ପର୍ଯ୍ୟନ୍ତ କାଉଡ଼ିଆ ବାହୁଙ୍ଗି ଆଣିବେ ଓ ସେଠାରେ ରଖିବେ। ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ!-->…
ବିଧାନସଭାରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ
ବିଧାନସଭାର ଶୂନ୍ୟକାଳରେ ଉଠିଛି ସୀମା ସୁରକ୍ଷା ପ୍ରସଙ୍ଗ। କୋରାପୁଟ ଜିଲ୍ଲା କୋଟିଆ କଥା ଉଠାଇ ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି ଯେ ସୀମାରେ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ। ପଡୋଶୀ ଆନ୍ଧ୍ର ସରକାର ସୀମାବର୍ତ୍ତୀ ଲୋକମାନଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ!-->…
ପ୍ରଶ୍ନପତ୍ର ଲିକ୍ ପଛରେ ଏକ୍ଜାମିନରଙ୍କ ହାତ
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଦୁଇ ଦିନରେ ୨ଟି ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଏକ ସାଂଘାତିକ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲ। ସେ କହିଛନ୍ତି ଯେ ଲିକ୍ ପଛରେ ଜଣେ ଏକ୍ଜାମିନରଙ୍କ ହାତ ଥିବା ନେଇ ସନ୍ଦେହ!-->…
