News portal website
before header
[URIS id=5393]

ଜୁଲାଇ ୧୫ରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ

0 231

ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ।  ଚଳିତ ବର୍ଷ ନବୀକରଣ ପଦ୍ଧତି ଉଚ୍ଛେଦ କରାଯାଇଥିବା ଯୋଗୁଁ ନୂତନ ପଞ୍ଜିକରଣ ଆବଶ୍ୟକ । ୧୬ ଅଗଷ୍ଟ ସୁଦ୍ଧା ଫର୍ମ ପୂରଣ କରି ସମିତି କାର୍ଯ୍ୟାଳୟରେ ଚାଷୀ ମାନେ ଆବେଦନ କରିପାରିବେ । foododisha.inରେ ଫର୍ମ ଉପଲବ୍ଧ ହେବ । ଅଧିକ ତଥ୍ୟ ପାଇଁ, ୧୯୬୭ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । 

Leave A Reply

Your email address will not be published.