News portal website
before header
[URIS id=5393]

ପ୍ରକାଶ ପାଇଲା ମଦ୍ରାସା ବୋର୍ଡ ପରୀକ୍ଷା ଫଳ

0 141

ପ୍ରକାଶ ପାଇଲା ମଦ୍ରାସା ବୋର୍ଡ ପରୀକ୍ଷା ଫଳ ।ଚଳିତ ବର୍ଷ ସର୍ବମୋଟ ପାସ୍‌ ହାର ୯୨.୪୭ ପ୍ରତିଶତ ।  (ଏଚ୍‌ଏସ୍‌ସି)ରେ ୨୯୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବାବେଳେ ୨୩୯ ଜଣ କୃତକାର୍ଯ୍ୟ ହୋଇଛନ୍ତି । ମାହିର (ଯୁକ୍ତ-୨)ରେ ୨୫୮ ଜଣଙ୍କ ମଧ୍ୟରୁ ୨୩୩ ଜଣ, ଆଲିମ୍‌ ପି୍ର-ଡିଗ୍ରୀ (ଯୁକ୍ତ-୩)ରେ୧୧୫ ଜଣଙ୍କ ମଧ୍ୟରେ ୧୧୧ ଜଣ, ଆଲିମ୍‌ ଫାଇନାଲ୍‌-ଡିଗ୍ରୀ(ଯୁକ୍ତ-୩)ରେ ସମସ୍ତ ୧୦୪ ଜଣ ପରୀକ୍ଷାର୍ଥୀ, ଫାଜିଲ୍‌-ଏ ଊର୍ଦ୍ଦୁ(ପିଜି)ରେ ସମସ୍ତ ୭୦ ଜଣ ଏବଂ ଫାଜିଲ୍‌-ଏ-ହଦିଦ୍‌(ପିଜି)ରେ ସମସ୍ତ ୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି ।

Leave A Reply

Your email address will not be published.