News portal website
before header
[URIS id=5393]

ରାଜଧାନୀ ଭୁବନେଶ୍ୱରରେ ହେବ ସାଇନ୍ସ ସିଟି

0 128

ରାଜଧାନୀ ଭୁବନେଶ୍ୱରରେ ହେବ ସାଇନ୍ସ ସିଟି। କୋଲକାତା ସାଇନ୍ସ ସିଟି ଭଳି ଭୁବନେଶ୍ୱରରେ ମଧ୍ୟ ସାଇନ୍ସ ସିଟି ହେବ। ଆଜି ଏ ନେଇ ବିଧାନସଭାରେ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୩୦ ଏକର ଜମି ଯୋଗାଇ ଦେଇଛନ୍ତି। ସେହିପରି ପୁରୀରେ ଜିଲ୍ଲା ବିଜ୍ଞାନ ଓ ପ୍ଲାନେଟୋରିୟମ୍ କେନ୍ଦ୍ର ପ୍ରତିଷ୍ଠା ହେବ। ଏହି ପ୍ଲାନେଟୋରିୟମରେ ଜଗନ୍ନାଥ ସଂସ୍କୃତିର ସମସ୍ତ ତଥ୍ୟ ସ୍ଥାନ ପାଇବ। ସାତକୋଶିଆରେ ଜାତୀୟସ୍ତରୀୟ ବାୟୋସ୍ପିୟର ମ୍ୟୁଜିୟମ୍ ହେବ।

Notice
Leave A Reply

Your email address will not be published.