News portal website
before header

ଓଡିଶାରେ ପଶିଲା ପୋଲାଭରମର ପାଣି

ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ। ଗତକାଲି ରାତିରୁ ମୋଟୁ ମଧୁସୂଦନ ପାର୍କ ଭିତରେ ପାଣି ପଶିଛି। ପୋଲାଭରମର ପଛୁଆ ପାଣି ଯୋଗୁଁ ସିଲେରୁ ଓ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗୋଦାବରୀ ନଦୀ ଜଳସ୍ତର ଖସୁ ନଥିବାରୁ ଆଗକୁ ବଡ଼ ବିପଦ ଆସିପାରେ ବୋଲି ଅନୁମାନ…

ରାଜ୍ୟରେ ୧୦୦୦ ଟପିଲା କୋଭିଡ୍ ସଂକ୍ରମଣ

ରାଜ୍ୟରେ ହୁ ହୁ ହୋଇ ବଢୁଛି କୋଭିଡ୍ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୦୦ ପାର କଲା ସଂକ୍ରମିତଙ୍କ ସଂଖ୍ୟା। ଆଜି ୧୦୪୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ସଙ୍ଗରୋଧରୁ ୬୦୯, ଲୋକାଲ କେସ ୪୩୪ ଜଣ ଚିହ୍ନଟ ହୋଇଛନ୍ତି। ତେବେ ୧୮ ବର୍ଷରୁ କମ୍‌ ବୟସ ବର୍ଗରୁ ୧୦୦ ଜଣ…

ଗୋଟିଏ ରୁମ୍ ରେ ୫ ଶ୍ରେଣୀର ୬୨ ଛାତ୍ରଛାତ୍ରୀ, ପାଳି କରି ପଢ଼ାଉଛନ୍ତି ୩ ଶିକ୍ଷକ

ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରଣ କରୁଛନ୍ତି। କିନ୍ତୁ ଏ ସବୁ ସତ୍ତ୍ବେ ମୂଳ ସମସ୍ୟାର ସମାଧାନ ହେଉ ପାରୁ ନାହିଁ। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ସ୍କୁଲ ଘର ନାହିଁ। ତେବେ ଶିକ୍ଷା ବ୍ୟବସ୍ଥାର ଏମିତି ଏକ ବିକଳ ଚିତ୍ର ଦେଖିବାକୁ…

ଦଳୀୟ ଚାନ୍ଦା ଆକାରରେ ଏଚଡିଏଫସି କମ୍ପାନୀରୁ ୧୦୦କୋଟି ଟଙ୍କା ନେଇଛି ବିଜେଡି : ବିଜେପି

ପିଏମ୍ ଫସଲବୀମା ଟଙ୍କା ଯୋଗାଇବାରେ ଏଚଡିଏଫସି ବୀମା କମ୍ପାନୀ ଓଡ଼ିଶାରେ ବ୍ୟାପକ ଜାଲିଆତି କରିଥିବା ଅଭିଯୋଗ ଆଣିଛି ବିଜେପି। ଦଳୀୟ ଚାନ୍ଦା ଆକାରରେ ଏହି ବୀମା କମ୍ପାନୀରୁ ୧୦୦କୋଟି ବିଜେଡି ନେଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ।…

ପ୍ରଶାସନକୁ ଚ୍ଯାଲେଞ୍ଜ କରି ନଦୀପଠା ତାଡୁଛନ୍ତି ଅଚ୍ଯୁତବସନ୍ତ ମାଟି ଦଲାଲ।

ବଢୁଛି ମାଟି ମାଫିଆଙ୍କ ଦୌରାତ୍ମ୍ଯ।ଫେଲ ମାରୁଛି ପୋଲିସ ପ୍ରଶାସନର ଗୁଇନ୍ଦା ଏଜେଣ୍ଡା। ଆଦର୍ଶ ତହସିଲଦାର ନେବେ କି ଆକ୍ସନ? ଏ ନେଇ ଉଠୁଛି ପ୍ରଶ୍ନ? ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୦୧-୦୬-୨୦୨୨ ବଢୁଛି ମାଟି ମାଫିଆଙ୍କ ଦୌରାତ୍ମ୍ଯ।ଫେଲ ମାରୁଛି ପୋଲିସ ପ୍ରଶାସନର…

ରଜତ ଜୟନ୍ତୀ ସନ୍ଧ୍ଯାରେ ଯୋଗ ଦେଲେ ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ଏବଂ ସାଂସଦ ଅପରାଜିତା।

ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର ତା-୩୧-୦୫-୨୦୨୨ ସାଧୁଚରଣ ବିଦ୍ଯାପୀଠର ରଜତ ଜୟନ୍ତୀ ସନ୍ଧ୍ଯାରେ ଯୋଗ ଦେଲେ ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ବିଦ୍ୟାପୀଠରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଭୁବନେଶ୍ବର ସାଂସଦ ଉନ୍ମୋଚନ…

ଆରମ୍ଭ ହେଲା ସାଧୁ ଚରଣ ବିଦ୍ଯାପୀଠରେ ରଜତ ଜୟନ୍ତୀ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ବର ତା-୩୧-୦୫-୨୦୨୨ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସାଧୁଚରଣ ବିଦ୍ଯାପୀଠରେ ରଜତ ଜୟନ୍ତୀ ଆରମ୍ଭ ହୋଇଛି। ନୂତନ ଅନୁଦାନ ପ୍ରାପ୍ତ ଶ୍ରେଣୀ କୋଠରୀକୁ ବଡଚଣା ବିଧାୟକ ତଥା ବିଧାନସଭା ସଦାଚାର କମିଟି ଅଧକ୍ଷ ଅମର ପ୍ରସାଦ ଶତପଥୀ ଉଦଘାଟନ କରିଥିଲେ। …

ରାତି ପାହିଲେ ନିର୍ବାଚନ;ହୋର୍ଡିଂ ହଟାଉନି ପ୍ରଶାସନ!

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର ତା-୨୬-୦୫-୨୦୨୨ ରାତି ପାହିଲେ ଉପନିର୍ବାଚନ।ହେଲେ ଖାମଖିଆଲ ପ୍ରଶାସନ।ଦେଖୁଛନ୍ତି ତ ନିର୍ବାଚନ କମିଶନ।ଧାନମଣ୍ଡଳ ପଞ୍ଚାୟତରେ ଆସନ୍ତା କାଲି ସରପଞ୍ଚ ପଦବୀ କୁ ନେଇ ଉପନିର୍ବାଚନ ଥିବା ବେଳେ,ଧାମମଣ୍ଡଳ ବଜାର ଏବଂ ଦର୍ପଣ ତହସିଲ ପାଚେରୀ ବାଡରେ ଲାଗି…