News portal website
before header
[URIS id=5393]

ଧବଳେଶ୍ୱର ପୀଠକୁ ବାହୁଙ୍ଗି ଆଣିବା ମନା

0 136

ଚଳିତ ବର୍ଷ ଧବଳେଶ୍ୱର ପୀଠକୁ କାଉଡ଼ିଆ ମାନଙ୍କୁ ବାହୁଙ୍ଗି ଆଣିବା ମନା । ପୀଠ ଭିତରକୁ ବାହୁଙ୍ଗି ଆଣିବାକୁ ବାରଣ କଲେ ଆଠଗଡ଼ ଉପଜିଲ୍ଲାପାଳ। ନିର୍ଦ୍ଦେଶ ଅନୁସାରେ ଝୁଲାପୋଲ ପର୍ଯ୍ୟନ୍ତ କାଉଡ଼ିଆ ବାହୁଙ୍ଗି ଆଣିବେ ଓ ସେଠାରେ ରଖିବେ। ଝୁଲାପୋଲ ଦେଇ କେବଳ ପାଣି କଳସ ଓ ଭୋଗ ନେଇ ଶ୍ରଦ୍ଧାଳୁ ଯିବେ।

Notice
Leave A Reply

Your email address will not be published.