News portal website
before header
[URIS id=5393]

ପାରିବାରିକ କଳହରୁ ଆତ୍ମହତ୍ୟା ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

0 143

ପାରିବାରିକ କଳହରୁ ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି। ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ। ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି। ଲଷ୍ମୀସାଗର ଥାନା ସିଦ୍ଧିବିନାୟକ ଆପର୍ଟମେଣ୍ଟରେ ଘଟିଛି ଏହି ଘଟଣା । ମିଳିଥିବା ସୂଚନା ମୁତାବକ ଗୁରୁତର ସ୍ୱାମୀ ସଞ୍ଜୟ ପେରିୱାଲ, ଓ ମୃତ ପତ୍ନୀ ସଞ୍ଜନା ପେରିୱାଲ । ସଞ୍ଜୟଙ୍କର ଏକ ଶାଢୀ ଦୋକାନ ରହିଛି । 

Notice
Leave A Reply

Your email address will not be published.