Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଶପଥ ନେଲେ ପିପିଲି ବିଧାୟକ-ରୁଦ୍ର ମହାରଥୀ!
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୦୫-୧୦-୨୦୨୧
ବିଧାନସଭାରେ ଶପଥ ନେଲେ, ପିପିଲି ବିଧାୟକ-ରୁଦ୍ର ପ୍ରତାପ ମହାରଥୀ। ବର୍ଷେ ତଳେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇ ଥିଲେ, ଦିବଂଗତ ବିଧାୟକ-ପ୍ରଦୀପ ମହାରଥୀ।
ଗତ ସେପ୍ଟେମ୍ବର ତିରିଶରେ ଉପ-ନିର୍ବାଚନ ସରିଥିବା!-->!-->!-->!-->!-->!-->!-->!-->!-->…
ମାର୍ଚ୍ଚ ୫ ପୂର୍ବରୁ ସରିବ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ!
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୦୫-୧୦-୨୦୨୧
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସରକାର।ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଥିବା ସଂରକ୍ଷଣ ପ୍ରକ୍ରିୟାରୁ ଏଭଳି ଆଭାସ ଆସୁଛି।ସରକାରୀ ପ୍ରସ୍ତୁତ ଅନୁଯାୟୀ ଆଗାମୀ ୮ ତାରିଖରେ!-->!-->!-->!-->!-->…
ଛତୁଆ ନାଁରେ ଗୋଖାଦ୍ୟ ଯୋଗାଣ ହେଉଛି ରାଜ୍ୟ ସାରା!
ଛତୁଆ ନାଁରେ ଗୋଖାଦ୍ୟ ଯୋଗାଣ ହେଉଛି ରାଜ୍ୟ ସାରା। ଇଏ ପ୍ରଥମ କି ଉଦାହରଣ ନୁହେଁ।ପୂର୍ବରୁ ବହୁ ସିଡିପିଓ ଲାଞ୍ଚ ନେଇ ଧରାପଡ଼ିଛନ୍ତି।ଅନେକ ଉପରକୁ ସନ୍ତୁଷ୍ଟ କରି ଲାଞ୍ଚ ଟଙ୍କାରେ ଅୟସ କରୁଛନ୍ତି।ବିଷାକ୍ତ ଛତୁଆ ଖାଇ ପିଲାଏ ଜୀବନ ତମାମ ରୁଗ୍ଣ ରହୁଛନ୍ତି।
ଅଷ୍ଟିନ୍!-->!-->!-->…
ସରକାରୀ କର୍ମଚାରୀ ପୋତିଲେ ରାସ୍ତାର ଖାଲ।
ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ
ତା-୦୫-୧୦-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ସରକାରଙ୍କ ବଡ଼ବଡ଼ ଯୋଜନା ସହରର ଉନ୍ନତି ପାଇଁ ଚେଷ୍ଟା ଚାଲିଛି।ଉଦଳା ଏନଏସିର ଅଧିକାଂଶ ରାସ୍ତାର ଅବସ୍ଥା ଉନ୍ନତମାନର ନୁହେଁ ଫଳରେ ଅନେକ ରାସ୍ତା ଖାଲ ଖମାରେ ରହିଛି।ଉଦଳାରେ ଅବସ୍ଥିତ ଉପଜିଲ୍ଲାପାଳଙ୍କ!-->!-->!-->!-->!-->!-->!-->…
ସର୍ବଭାରତୀୟ ଚେସ ଆସୋସିଏସନର ଯୁଗ ସମ୍ପାଦକ ଦାୟିତ୍ୱ ଗ୍ରହଣ କଲେ;ରଞ୍ଜନ ମହାନ୍ତି!
ଅଷ୍ଟିନ୍ ନ୍ଯୁଜ/କଟକ
ତା-୦୪-୧୦-୨୦୨୧
ସର୍ବଭାରତୀୟ ଚେସ ଆସୋସିଏସନର ଯୁଗ-ସମ୍ପାଦକ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି, ଅଲ ଓଡ଼ିଶା ଚେସ ଆସୋସିଏସନର ସଭାପତି, ତଥା ଫିଡେ ଆର୍ବିଟର ଟାଇଟଲ ବିଜେତା ରଞ୍ଜନ ମହାନ୍ତି।ତେବେ ଚେସର ଯୁଗ-ସମ୍ପାଦକ ସର୍ବଭାରତୀୟ ସ୍ତରରେ ଦାୟିତ୍ୱ ନେବାରେ!-->!-->!-->!-->!-->…
ବିଜୁ ଯୁବ ଜନତା ଦଳର ସମ୍ବର୍ଦ୍ଧନା ସଭା!
ଅଷ୍ଟିନ ନ୍ୟୁଜ/ମୟୂରଭଞ୍ଜ
ତା-୦୪-୧୦-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଦିନକୁ ଦିନ କପ୍ତିପଦା ଉପଖଣ୍ଡରେ ସଭାସମିତି , ସଚେତନତା,ରକ୍ତଦାନ ବୃକ୍ଷରୋପଣ ଓ ବିଭିନ୍ନ ରାଜନୈତିକ କାର୍ଯ୍ୟ କରାଯାଇଛି । ବିଜୁଜନତା ଦଳର ଛାତ୍ରଛାତ୍ରୀ ,ଯୁବ ,ମହିଳା , ନୂଆପୁରୁଣା ମୁହଁ ସବୁ ଦଳର!-->!-->!-->!-->!-->!-->!-->…
ହେ ସରକାର ‘ ଆମକୁ ଜାହିରା ଦିଅ ପାଣି ଦିଅ’!
ଅଷ୍ଟିନ ନ୍ୟୁଜ୍/ମୟୂରଭଞ୍ଜ
ତା-୦୪-୧୦-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଆଜି କପ୍ତିପଦା ସରକାରୀ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଶତାଧିକ ଆଦିବାସୀ ପୁରୁଷ ,ମହିଳା ଓ ଶିଶୁମାନେ କ୍ରସ ବନ୍ଧ ଓ ଜାହିରା ପାଇଁ ଧାରଣାରେ ବସିଥିଲେ । ରାଜ୍ୟ କିମ୍ବା କେନ୍ଦ୍ର ସରକାର ଆଦିବାସୀମାନଙ୍କ!-->!-->!-->!-->!-->!-->!-->…
ଉଦଳାରେ ବିଜେଡି ଓ କଂଗ୍ରେସ ତରଫରୁ ଅକ୍ଟୋବର ୨ ପାଳିତ!
ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ
ତା-୦୨-୧୦- ୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଉଦଳା ବିଜେଡି ଦଳର କାର୍ଯ୍ୟାଳୟ ପରିସରରେ ଆଜି ଭାରତର ଦୁଇଜଣ ମହାନ ଜନନାୟକଙ୍କର ଜୟନ୍ତୀ ପାଳନ କରାଯାଇଛି । ଭାରତର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର!-->!-->!-->!-->!-->!-->!-->…
କପ୍ତିପଦା ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଦୁଇ ଅନୁଷ୍ଠାନର ଧାରଣା!
ଅଷ୍ଟିନ ନ୍ଯୁଜ ମୟୂରଭଞ୍ଜ
ତା-୦୨-୧୦-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଓ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରଙ୍କ ଜୟନ୍ତୀରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଗୋପବନ୍ଧୁ ମେମୋରିଆଲ ସେବା ଟ୍ରଷ୍ଟ ଓ ମିଳିତ ଓଡିଶା!-->!-->!-->!-->!-->!-->!-->…
ହେମନ୍ତ ସୋରେନଙ୍କୁ ଚିଠି ଲେଖିଲେ ପ୍ରଦୀପ୍ତ ନାୟକ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ମାନ୍ୟତା ଦେଇଥିବା ବେଳେ ଏହାକୁ ପୁଣି ହଟାଇବାକୁ ନେଇ ପ୍ରତିବାଦ ଜାରି ରହିଛି । ଷଢେଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ!-->!-->!-->!-->!-->…
