News portal website
before header
[URIS id=5393]

ଉଦଳାରେ ବିଜେଡି ଓ କଂଗ୍ରେସ ତରଫରୁ ଅକ୍ଟୋବର ୨ ପାଳିତ!

0 284

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ

Notice

ତା-୦୨-୧୦- ୨୦୨୧

ରିପୋର୍ଟ-ଜଗବନ୍ଧୁ ପ୍ରଧାନ

ଉଦଳା ବିଜେଡି ଦଳର କାର୍ଯ୍ୟାଳୟ ପରିସରରେ ଆଜି ଭାରତର ଦୁଇଜଣ ମହାନ ଜନନାୟକଙ୍କର ଜୟନ୍ତୀ ପାଳନ କରାଯାଇଛି । ଭାରତର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ସହିତ ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ର ରେ ପୁଷ୍ପମାଳ ସହିତ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ । ଦୁଇ ପ୍ରମୁଖ ଚରିତ୍ର ଦେଶକୁ କିପରି ବିଦେଶୀ ହାତରୁ ଅହିଂସା ବଳରେ ଛଡାଇ ଆଣି ଥିଲେ ସେ ବାବଦରେ ପୂର୍ବତନ ବିଧାୟକ ତଥା ବିଜେଡିର ନେତା ଶ୍ରୀନାଥ ସରେନ ଅବଗତ କରାଇ ଥିଲେ ।

ସେହିପରି ଉଦଳାରେ କଂଗ୍ରେସ ଅଫିସରେ ଦଳର ବହୁ ବରିଷ୍ଠ ନେତା ଓ ନୂତନ କର୍ମକର୍ତ୍ତାମାନେ ଗାନ୍ଧିଜୀଙ୍କ ତୈଳ ଚିତ୍ରରେ ପୁଷ୍ପ ପ୍ରଦାନକରିବା ସହିତ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋ ରେ ପୁଷ୍ପ ପ୍ରଦାନକରି ଥିଲେ । ଦେଶ ପାଇଁ ତାଙ୍କର ତ୍ୟାଗ ଓ ଅହିଂସା ବଳରେ ବିଦେଶୀ ହାତରୁ ଶାସନ ପାଇଁ ଆନ୍ଦୋଳନ କରିବାର ଯେଉଁ ମାର୍ଗ ସେ ସମ୍ପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.