Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ଲଳିତ ମୋଦୀଙ୍କୁ ଡେଟ୍ କରୁଛନ୍ତି ମିସ୍ ୟୁନିଭର୍ସ ସୁଷ୍ମିତା ସେନ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରତିଷ୍ଠାତା ଲଳିତ ମୋଦି ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁଷ୍ମିତା ସେନଙ୍କ ସହ ସମ୍ପର୍କରେ ଅଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲଳିତ ମୋଦୀ ନିଜେ ସୋସିଆଲ ମିଡିଆ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ!-->…
ରାଜ୍ୟରେ ୨ କୋଟି ୬୫ ଲକ୍ଷ ଲୋକ ନେବେ ବୁଷ୍ଟର ଡୋଜ୍
ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟୀକାକରଣ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୨୩୨୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣ ୭୫ ଦିନ ଧରି ଚାଲିବ । ୨ କୋଟି ୬୫ ଲକ୍ଷ!-->…
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପ୍ରଶ୍ନପତ୍ର ଲିକ୍ ପରୀକ୍ଷା ବାତିଲ
ଆଜି ପୁଣି ଥରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ମିଳିଛି। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ। ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ ଆଜି ଦିନ!-->…
ନନ୍ଦନକାନନରେ ବଢ଼ୁଛି ସିମ୍ପାଞ୍ଜିଙ୍କ ସଂଖ୍ୟା
ଓଡ଼ିଶାର ନନ୍ଦନକାନନରେ ବୃଦ୍ଧି ପାଉଛି ବିଲୁପ୍ତ ସିମ୍ପାଞ୍ଜିଙ୍କ ସଂଖ୍ୟା। ଏହି ବିରଳ ମାନବାକୃତି ପ୍ରାଣୀକୁ ବଞ୍ଚାଇ ରଖିବାକୁ ୧୯୬୦ ମସିହାରୁ ଉଦ୍ୟମ ଆରମ୍ଭ ହୋଇଛି। ବିଗତ ୨୮ ବର୍ଷ ମଧ୍ୟରେ ନନ୍ଦନକାନନରେ ସିମ୍ପାଞ୍ଜି ସଂଖ୍ୟା ୨ରୁ ୧୩କୁ ବୃଦ୍ଧି ପାଇଛି। ସମଗ୍ର ଭାରତରେ ବିଭିନ୍ନ!-->…
ଓଡିଶାରେ ପଶିଲା ପୋଲାଭରମର ପାଣି
ଓଡ଼ିଶାକୁ ବୁଡ଼ାଇଲା ଆନ୍ଧ୍ରର ପୋଲାଭରମ ପ୍ରକଳ୍ପ। ଗତକାଲି ରାତିରୁ ମୋଟୁ ମଧୁସୂଦନ ପାର୍କ ଭିତରେ ପାଣି ପଶିଛି। ପୋଲାଭରମର ପଛୁଆ ପାଣି ଯୋଗୁଁ ସିଲେରୁ ଓ ସାବେରୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଗୋଦାବରୀ ନଦୀ ଜଳସ୍ତର ଖସୁ ନଥିବାରୁ ଆଗକୁ ବଡ଼ ବିପଦ ଆସିପାରେ ବୋଲି ଅନୁମାନ!-->…
ରାଜ୍ୟରେ ୧୦୦୦ ଟପିଲା କୋଭିଡ୍ ସଂକ୍ରମଣ
ରାଜ୍ୟରେ ହୁ ହୁ ହୋଇ ବଢୁଛି କୋଭିଡ୍ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୦୦ ପାର କଲା ସଂକ୍ରମିତଙ୍କ ସଂଖ୍ୟା। ଆଜି ୧୦୪୩ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ସଙ୍ଗରୋଧରୁ ୬୦୯, ଲୋକାଲ କେସ ୪୩୪ ଜଣ ଚିହ୍ନଟ ହୋଇଛନ୍ତି। ତେବେ ୧୮ ବର୍ଷରୁ କମ୍ ବୟସ ବର୍ଗରୁ ୧୦୦ ଜଣ!-->…
ଗୋଟିଏ ରୁମ୍ ରେ ୫ ଶ୍ରେଣୀର ୬୨ ଛାତ୍ରଛାତ୍ରୀ, ପାଳି କରି ପଢ଼ାଉଛନ୍ତି ୩ ଶିକ୍ଷକ
ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରଣ କରୁଛନ୍ତି। କିନ୍ତୁ ଏ ସବୁ ସତ୍ତ୍ବେ ମୂଳ ସମସ୍ୟାର ସମାଧାନ ହେଉ ପାରୁ ନାହିଁ। କେଉଁଠି ଶିକ୍ଷକ ଅଭାବ ତ ଆଉ କେଉଁଠି ସ୍କୁଲ ଘର ନାହିଁ। ତେବେ ଶିକ୍ଷା ବ୍ୟବସ୍ଥାର ଏମିତି ଏକ ବିକଳ ଚିତ୍ର ଦେଖିବାକୁ!-->…
ଦଳୀୟ ଚାନ୍ଦା ଆକାରରେ ଏଚଡିଏଫସି କମ୍ପାନୀରୁ ୧୦୦କୋଟି ଟଙ୍କା ନେଇଛି ବିଜେଡି : ବିଜେପି
ପିଏମ୍ ଫସଲବୀମା ଟଙ୍କା ଯୋଗାଇବାରେ ଏଚଡିଏଫସି ବୀମା କମ୍ପାନୀ ଓଡ଼ିଶାରେ ବ୍ୟାପକ ଜାଲିଆତି କରିଥିବା ଅଭିଯୋଗ ଆଣିଛି ବିଜେପି। ଦଳୀୟ ଚାନ୍ଦା ଆକାରରେ ଏହି ବୀମା କମ୍ପାନୀରୁ ୧୦୦କୋଟି ବିଜେଡି ନେଇଛି ବୋଲି ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ।!-->…
ପ୍ରଶାସନକୁ ଚ୍ଯାଲେଞ୍ଜ କରି ନଦୀପଠା ତାଡୁଛନ୍ତି ଅଚ୍ଯୁତବସନ୍ତ ମାଟି ଦଲାଲ।
ବଢୁଛି ମାଟି ମାଫିଆଙ୍କ ଦୌରାତ୍ମ୍ଯ।ଫେଲ ମାରୁଛି ପୋଲିସ ପ୍ରଶାସନର ଗୁଇନ୍ଦା ଏଜେଣ୍ଡା। ଆଦର୍ଶ ତହସିଲଦାର ନେବେ କି ଆକ୍ସନ? ଏ ନେଇ ଉଠୁଛି ପ୍ରଶ୍ନ?
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୦୧-୦୬-୨୦୨୨
ବଢୁଛି ମାଟି ମାଫିଆଙ୍କ ଦୌରାତ୍ମ୍ଯ।ଫେଲ ମାରୁଛି ପୋଲିସ ପ୍ରଶାସନର!-->!-->!-->!-->!-->!-->!-->…
ରଜତ ଜୟନ୍ତୀ ସନ୍ଧ୍ଯାରେ ଯୋଗ ଦେଲେ ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ଏବଂ ସାଂସଦ ଅପରାଜିତା।
ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର
ତା-୩୧-୦୫-୨୦୨୨
ସାଧୁଚରଣ ବିଦ୍ଯାପୀଠର ରଜତ ଜୟନ୍ତୀ ସନ୍ଧ୍ଯାରେ ଯୋଗ ଦେଲେ ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ।
ବିଦ୍ୟାପୀଠରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଭୁବନେଶ୍ବର ସାଂସଦ ଉନ୍ମୋଚନ!-->!-->!-->!-->!-->!-->!-->…
