News portal website
before header
[URIS id=5393]

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପ୍ରଶ୍ନପତ୍ର ଲିକ୍ ପରୀକ୍ଷା ବାତିଲ

0 141

ଆଜି ପୁଣି ଥରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ମିଳିଛି। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ।  ପ୍ରଶ୍ନପତ୍ର ଲିକ୍ ହେବା କାରଣରୁ  ଆଜି ଦିନ ୧୦ଟାରେ ହେବାକୁ ଥିବା ଫିଜିକ୍ସ ପରୀକ୍ଷା ବାତିଲ କରାଯାଇଛି। ତେବେ ପୁଣି ପରୀକ୍ଷା କେବେ ହେବ ସେ ବାବଦରେ ଜଣାଇ ଦିଆଯିବ କହିଲେ କର୍ତ୍ତୃପକ୍ଷ କହିଛନ୍ତି। 

Notice
Leave A Reply

Your email address will not be published.