News portal website
before header
[URIS id=5393]

ଲଳିତ ମୋଦୀଙ୍କୁ ଡେଟ୍ କରୁଛନ୍ତି ମିସ୍ ୟୁନିଭର୍ସ ସୁଷ୍ମିତା ସେନ

0 198

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରତିଷ୍ଠାତା ଲଳିତ ମୋଦି ବଲିଉଡ ଅଭିନେତ୍ରୀ ତଥା ପୂର୍ବତନ ମିସ୍ ୟୁନିଭର୍ସ ସୁଷ୍ମିତା ସେନଙ୍କ ସହ ସମ୍ପର୍କରେ ଅଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଲଳିତ ମୋଦୀ ନିଜେ ସୋସିଆଲ ମିଡିଆ ପୋଷ୍ଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ସୁସ୍ମିତାଙ୍କୁ ଡେଟ୍ କରୁଥିବା ନେଇ ସ୍ପଷ୍ଟ ଭାବରେ କହିଛନ୍ତି । ଟ୍ୱିଟରରେ ଲଲିତ ମୋଦୀ ପୂର୍ବତନ ମିସ୍ ୟୁନିଭର୍ସ ସହ ଥିବା ସମୟର ଫଟୋ ସେୟାର କରିବା ସହ ଏକ ରେମାଣ୍ଟିକ୍ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି । ତେବେ ଏଠାରେ ସୂଚନାଯୋଗ୍ୟ ଯେ ସୁଷ୍ମିତା ସେନ ଗତ ବର୍ଷ ପର୍ଯ୍ୟନ୍ତ ମଡେଲ ତଥା ଆକ୍ଟର ରୋହମ ଶଲଙ୍କୁ ଡେଟ୍ କରୁଥିଲେ । ମିଡିଆରେ ଦୁଇଜଣକର ବ୍ରେକଅପ୍ ଖବର ଆସିବା ପରେ ସୋସିଆଲ ମିଡିଆ ପୋଷ୍ଟ ଦ୍ୱାରା କହିଥିଲେ ଉଭୟ ଅଲଗା ହୋଇସାରିଛନ୍ତି ।

Notice
Leave A Reply

Your email address will not be published.