News portal website
before header
[URIS id=5393]

ରାଜ୍ୟରେ ୧୦୦୦ ଟପିଲା କୋଭିଡ୍ ସଂକ୍ରମଣ

0 135

ରାଜ୍ୟରେ ହୁ ହୁ ହୋଇ ବଢୁଛି କୋଭିଡ୍ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦୦୦ ପାର କଲା ସଂକ୍ରମିତଙ୍କ ସଂଖ୍ୟା। ଆଜି ୧୦୪୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ସଙ୍ଗରୋଧରୁ ୬୦୯, ଲୋକାଲ କେସ ୪୩୪ ଜଣ ଚିହ୍ନଟ ହୋଇଛନ୍ତି। ତେବେ ୧୮ ବର୍ଷରୁ କମ୍‌ ବୟସ ବର୍ଗରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଆଜି ଠାରୁ ବୁଷ୍ଟର ଡୋଜ୍ ଆରମ୍ଭ ହୋଇଛି। 

Leave A Reply

Your email address will not be published.