News portal website
before header
[URIS id=5393]

ରାଜ୍ୟରେ ୨ କୋଟି ୬୫ ଲକ୍ଷ ଲୋକ ନେବେ ବୁଷ୍ଟର ଡୋଜ୍

0 224

ରାଜ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ବୁଷ୍ଟର ଡୋଜ୍ ଟୀକାକରଣ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପରିବାର ‌କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ୨୩୨୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି । ଏହି ଟିକାକରଣ ୭୫ ଦିନ ଧରି ଚାଲିବ । ୨ କୋଟି ୬୫ ଲକ୍ଷ ଲୋକ (୧୮ରୁ ୫୯ ବର୍ଷ)ଙ୍କୁ ପ୍ରିକସନ୍ ଡୋଜ ଦିଆଯିବ। ପରେ ଟିକାକରଣ କେନ୍ଦ୍ର ବଢ଼ାଯିବ। 

Leave A Reply

Your email address will not be published.