News portal website
before header
[URIS id=5393]

ରଜତ ଜୟନ୍ତୀ ସନ୍ଧ୍ଯାରେ ଯୋଗ ଦେଲେ ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ଏବଂ ସାଂସଦ ଅପରାଜିତା।

0 451

ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର

Notice

ତା-୩୧-୦୫-୨୦୨୨

ସାଧୁଚରଣ ବିଦ୍ଯାପୀଠର ରଜତ ଜୟନ୍ତୀ ସନ୍ଧ୍ଯାରେ ଯୋଗ ଦେଲେ ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଏବଂ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ।

ବିଦ୍ୟାପୀଠରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଭୁବନେଶ୍ବର ସାଂସଦ ଉନ୍ମୋଚନ କରିଥିବା ବେଳେ, ପ୍ରାକ୍ତନ ମନ୍ତ୍ରୀ ତଥା ବିଦ୍ୟାଳୟର ମୂଳଦୁଆ ସୀତାକାନ୍ତ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଛି।

Leave A Reply

Your email address will not be published.