News portal website
before header
[URIS id=5393]

ପ୍ରଶାସନକୁ ଚ୍ଯାଲେଞ୍ଜ କରି ନଦୀପଠା ତାଡୁଛନ୍ତି ଅଚ୍ଯୁତବସନ୍ତ ମାଟି ଦଲାଲ।

0 552

ବଢୁଛି ମାଟି ମାଫିଆଙ୍କ ଦୌରାତ୍ମ୍ଯ।ଫେଲ ମାରୁଛି ପୋଲିସ ପ୍ରଶାସନର ଗୁଇନ୍ଦା ଏଜେଣ୍ଡା। ଆଦର୍ଶ ତହସିଲଦାର ନେବେ କି ଆକ୍ସନ? ଏ ନେଇ ଉଠୁଛି ପ୍ରଶ୍ନ?

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୦୧-୦୬-୨୦୨୨

ବଢୁଛି ମାଟି ମାଫିଆଙ୍କ ଦୌରାତ୍ମ୍ଯ।ଫେଲ ମାରୁଛି ପୋଲିସ ପ୍ରଶାସନର ଗୁଇନ୍ଦା ଏଜେଣ୍ଡା। ଆଦର୍ଶ ତହସିଲଦାର ନେବେ କି ଆକ୍ସନ? ଏ ନେଇ ଉଠୁଛି ପ୍ରଶ୍ନ?

ଦର୍ପଣ ତହସିଲ ଅଧିନରେ ଯାଉଥିବା ଅଚ୍ଯୁତବସନ୍ତ ପଞ୍ଚାୟତର ନଦୀ ପଠାରୁ ୨୦୦୦ ଫୁଟ ପାଖାପାଖି ବାଲିମିଶା ମାଟି ତାଡି ନେଉଥିଲେ ମାଟି ଦଲାଲ।କୁହାଯାଉଛି ଏହି ପଞ୍ଚାୟତର ମାଟି ଦଲାଲ ଟ୍ରାକ୍ଟର ଓ ଜେସିବି ଲଗାଇ ମାଟି ତାଡି ନେଉଥିବାର ଦେଖିବାକୁ ମିଳିଥିଲା।ବାଲିଚନ୍ଦ୍ରପୁର ପୋଲିସ ପ୍ରଶାସନ ଖବର ପାଇ ଚଢାଉକରିବା ପୂର୍ବରୁ ଜେସିବି ମେସିନ ଓ ଟ୍ରାକ୍ଟରକୁ ନଦୀ ପଠାରୁ ଉଠାଇ ଆଣିଥିଲେ ମାଟି ଦଲାଲ। ତେବେ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଚ୍ଯାଲେଞ୍ଜ କରି ମାଟି ତାଡୁଥିବା ଦଲାଲଙ୍କ ଉପରେ କି ଆକ୍ସନ ହେଉଛି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.