News portal website
before header

ହାଇକୋର୍ଟଙ୍କ ଛାଟ ପରେ ଆହୁରି କଠୋର ହେଲେ ନିର୍ବାଚନ କମିଶନର

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୨୮/୦୪/୨୦୨୧ ମାଡ୍ରାସ ହାଇକୋର୍ଟଙ୍କ ଛାଟ ପରେ ନିର୍ବାଚନ କମିଶନ ଆହୁରି ଆଇନ୍ କଡ଼ାକଡ଼ି କରିଛନ୍ତି। ମେ ୨ରେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଫଳାଫଳ ଘୋଷଣା ହେବ। ଯଦି ବିଧାୟକ ପ୍ରାର୍ଥୀ ଭୋଟ୍…

ଟିକା ନେବା ପରେ ବି ନିୟମ ମାନିବା ଜରୁରି: RMRC ନିର୍ଦ୍ଦେଶିକା

ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର ୨୮/୦୪/୨୦୨୧ ଚିନ୍ତା ବଢାଇଛି ନୂଆ ଭେରିଆଣ୍ଟ । ସଚେତନ ଅଭାବରୁ ରାଜ୍ୟରେ ମାଡି ଚାଲିଛି କରୋନା ମହାମାରୀ । ଏଣୁ ନିୟମ ମାନିବା ସହ ଅଧିକ ସତର୍କତା ନିହାତି ଜରୁରୀ ବୋଲି ବୁଧବାର ଦିନ କହିଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି।ଏକ ସାମ୍ବାଦିକ…

“ଶତାବ୍ଦୀର ଆର୍ତ୍ତନାଦ”-ପଦ୍ମଭୂଷଣ ଡଃ.ମନୋଜ ଦାସଙ୍କ ପରଲୋକ!

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୪-୨୦୨୧ ମହାନ୍ ସାରସ୍ଵତ ସାଧକ , ସର୍ବାଧିକ ଜନପ୍ରିୟ ସ୍ରଷ୍ଟା ପଦ୍ମଭୂଷଣ ଡଃ ମନୋଜ ଦାସ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ବହୁମୁଖି ପ୍ରତିଭାଦୀପ୍ତଙ୍କ ଅଵର୍ତ୍ତମାନ ରେ ଦୁଃଖ ଅବର୍ଣ୍ଣନୀୟ, ଶୂନ୍ୟସ୍ଥାନ ଅପୂରଣୀୟ । …

ଭାଇରସ କବଳରେ ଟେଲି ଷ୍ଟାର: ପଜିଟିଭ ହେଲେ ହିନା ଖାନ୍

ଅଷ୍ଟୀନ ନ୍ୟୁଜ/ ଭୁବନେଶ୍ୱର 27/4/2021 କରୋନା ସଂକ୍ରମିତ ହେଲେ ଟେଲି ଷ୍ଟାର ହିନା ଖାନ୍ । ସୋସିଆଲ ମିଡିଆରେ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି ହିନା । ଏହାସହ ସେ କହିଛନ୍ତି ଯେଉଁମାନେ ମୋ ସଂପର୍କରେ ଆସିଛନ୍ତି ଦୟାକରି ନିଜର ପରୀକ୍ଷା କରାଇ ନିଅନ୍ତୁ । ଗତ…

ଜଳୁଛି ସାରା ଓଡିଶା, ୨୯ ଯାଏଁ ତାତିରୁ ନିସ୍ତାର ନାହିଁ

ଅଷ୍ଟିନ୍ ନ୍ୟୂଜ୍ /ଭୁବନେଶ୍ୱର 27/04/2021 ସାରା ରାଜ୍ୟରେ ଭୀଷଣ ତାତି । କଲବଲ ସାରା ଓଡ଼ିଶା । ରାଜ୍ୟର ୧୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରେ । ସେଥିରୁ ୬ ସହର ୪୨ ଡିଗ୍ରୀରୁ ଅଧୂକ ତାତିରେ ସିଝିଛି ସୋମବାର । ବୌଦ୍ଧରେ ସର୍ବାଧୂକ ତାପମାତ୍ରା ୪୩…

“ସତ ହୋଇଥିଲେ ସାଂଘାତିକ ” ତଦନ୍ତ ନିର୍ଦ୍ଦେଶ ଦେଲେ ଯାଜପୁର ଜିଲ୍ଲାପାଳ।

ଅଷ୍ଟିନ୍ ନ୍ୟୁଜ୍/ଯାଜପୁର ତା-୨୬-୦୪- ୨୦୨୧ "ଅଷ୍ଟିନ୍ ନ୍ୟୁଜ୍ ପ୍ରଭାବ"। "ସତ ହୋଇଥିଲେ ସାଂଘାତିକ " ତଦନ୍ତ କରିବେକି ଯାଜପୁର ଜିଲ୍ଲାପାଳ? ଅଷ୍ଟିନ୍ ନ୍ୟୁଜ୍ ରେ ଖବର ହେବାର ଚବିଶଘଣ୍ଟା ମଧ୍ଯରେ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କ ଦପ୍ତରରୁ ନିର୍ଦ୍ଦେଶ ଆସିଛି। …

“ସତ୍ଯ ନଗର ମଶାଣୀ”ର ଅପ୍ରିୟ ସତ୍ଯ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର ତା-୨୭-୦୪-୨୦୨୧ ଶ୍ମଶାନର ପୂର୍ବ ରେକର୍ଡ କହୁଛି, ଗତବର୍ଷ ମାର୍ଚ୍ଚ ଶେଷ ବେଳକୁ ସାରା ରାଜଧାନୀରେ କୋଭିଡ୍‌ର ପ୍ରଥମ ଲହର ଖେଳିଥିଲା । ୨୦୨୦ ଏପ୍ରିଲ୍‌ରୁ ଜୁଲାଇ ଶେଷ ସୁଦ୍ଧା ପ୍ରାୟ ୧୮୬ ଜଣ କୋଭିଡ୍‌ ରୋଗୀଙ୍କ ଶବସତ୍କାର ହୋଇଥିଲା । ପ୍ରଥମ…

MKCG ରେ ଅଗ୍ନିକାଣ୍ଡ

ଅଷ୍ଟିନ୍ ନ୍ୟୁଜ୍/ବ୍ରହ୍ମପୁର ତା-୨୬-୦୪-୨୦୨୧ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ନିଆଁ। ହସ୍ପିଟାଲର କାଡିଓଲୋଜି ବିଭାଗରେ ନିଆଁ ଲାଗିଥିବା ନେଇ ସୂଚନା ମିଳୁଛି। ନିଆଁକୁ ତୁରନ୍ତ ଆୟତ୍ତ କରାଯିବ ପାଇଁ ପଦକ୍ଷେପ ନିଆଯାଇଛି। ହସ୍ପିଟାଲର ସବୁ ରୋଗୀ ସୁରକ୍ଷିତ ଅଛନ୍ତି ବୋଲି…

ଆସନ୍ତାକାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ, ଗାଇଡ୍‌ଲାଇନ୍ ଜାରି କଲା ଶିକ୍ଷା ବିଭାଗ

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର ୨୬/୦୪/୨୦୨୧ ବଢୁଥିବା କରୋନା ସଂକ୍ରମଣ ମଧ୍ୟରେ କାଲିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲି ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ । ଏନେଇ ସୋମବାର ସମସ୍ତ ଜିଲ୍ଲା ଶିକ୍ଷା…

ବଢୁଛି ସଂକ୍ରମଣ : ରାଜ୍ୟରେ ୧୪ ଦିନିଆ ଲକ୍‌ଡାଉନ୍ ଲାଗୁ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ୨୬/୦୪/୨୦୨୧ ସାରାଦେଶରେ କରୋନାର ଭୟାବହତା ବ୍ୟାପକ ହେବାରେ ଲାଗିଛି । କର୍ଣ୍ଣାଟକରେ ମଧ୍ୟ ସ୍ଥିତି ଅଣାୟତ ହେବାକୁ ଲାଗିଲାଣି । ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖୁ କର୍ଣ୍ଣାଟକ ସରକାର ରାଜ୍ୟରେ ୧୪ ଦିନିଆ ଲକଡାଉନ୍ (କୋଭିଡ୍…