News portal website
before header
[URIS id=5393]

ଟିକା ନେବା ପରେ ବି ନିୟମ ମାନିବା ଜରୁରି: RMRC ନିର୍ଦ୍ଦେଶିକା

0 353

ଅଷ୍ଟିନ୍ ନ୍ୟୁଜ/ ଭୁବନେଶ୍ୱର

Notice

୨୮/୦୪/୨୦୨୧

ଚିନ୍ତା ବଢାଇଛି ନୂଆ ଭେରିଆଣ୍ଟ । ସଚେତନ ଅଭାବରୁ ରାଜ୍ୟରେ ମାଡି ଚାଲିଛି କରୋନା ମହାମାରୀ । ଏଣୁ ନିୟମ ମାନିବା ସହ ଅଧିକ ସତର୍କତା ନିହାତି ଜରୁରୀ ବୋଲି ବୁଧବାର ଦିନ କହିଛନ୍ତି RMRC ନିର୍ଦ୍ଦେଶିକା ସଂଘମିତ୍ରା ପତି।ଏକ ସାମ୍ବାଦିକ ସମ୍ମିଳନୀରେ RMRC ନିର୍ଦ୍ଦେଶିକା କହିଛନ୍ତି ଯେ ନୂଆ ଭେରିଆଣ୍ଟ ପାଇଁ ଦେଶରେ ଏବେ ଦ୍ରୁତ ଗତିରେ ସଂକ୍ରମଣ ବଢିବାରେ ଲାଗିଛି।

ଯଦି ଆପଣ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ ରକ୍ତ ନମୁନା ପରୀକ୍ଷା ତୁରନ୍ତ କରାନ୍ତୁ। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କୋଭିଡ଼ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ ଏବଂ ଏନେଇ କୗେଣସି ପ୍ରକାର ଖାମଖିଆଲ ମନୋଭବ ଠିକ୍ ନୁହେଁ ।ସେ ଆହୁରି ମଧ୍ୟ କହିଛନ୍ତି, ଲକ୍ଷଣ ଥିଲେ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେବା ସହ ୩ରୁ ୫ ଦିନ ମଧ୍ୟରେ ଟେଷ୍ଟ କରାଇବା ଜରୁରୀ ଅଟେ । ଏପରିକି ଘରେ ରହିଲେ ବି ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଆବଶ୍ୟକ ଅଟେ ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଲକ୍ଷଣ ଥାଇ ଟେଷ୍ଟ ନେଗେଟିଭ୍ ଆସିଲେ ବି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ପରାମର୍ଶ ଅନୁସାରେ ମେଡିସନ୍ ଖାଆନ୍ତୁ । କରୋନା ଡୋଜ୍ ନେବା ପରେ ବି ନିୟମ ମାନିବା ଉଚିତ୍ ।ତେବେ କରୋନାରୁ ସୁସ୍ଥ ହେବା ପରେ ୬ରୁ ୭ ସପ୍ତାହ ମଧ୍ୟରେ ଟିକା ନେଇ ପାରିବେ। ଦ୍ୱିତୀୟ ଲହରକୁ ନେଇ ଅଧିକ ଭୟଭୀତ ହେବାର କାରଣ ନାହିଁ। ଦ୍ୱିତୀୟ ଲହରରେ ସତର୍କ, ସଞ୍ଜମତା ସହ ସଚେତନତା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.