News portal website
before header
[URIS id=5393]

MKCG ରେ ଅଗ୍ନିକାଣ୍ଡ

0 285

ଅଷ୍ଟିନ୍ ନ୍ୟୁଜ୍/ବ୍ରହ୍ମପୁର

Notice

ତା-୨୬-୦୪-୨୦୨୧

ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ନିଆଁ। ହସ୍ପିଟାଲର କାଡିଓଲୋଜି ବିଭାଗରେ ନିଆଁ ଲାଗିଥିବା ନେଇ ସୂଚନା ମିଳୁଛି। ନିଆଁକୁ ତୁରନ୍ତ ଆୟତ୍ତ କରାଯିବ ପାଇଁ ପଦକ୍ଷେପ ନିଆଯାଇଛି। ହସ୍ପିଟାଲର ସବୁ ରୋଗୀ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳୁଛି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ସୂଚନା ମୁତାବକ, ବ୍ରହ୍ମପୁର ଏମକେସିଜି ହସ୍ପିଟାଲର କାଡିଓଲୋଜି ବିଭାଗର ୱିଣ୍ଡୋ ଏସିରୁ ନିଆଁ ଲାଗିଥିବା ଜଣାପଡିଛି।ଏକ ତଦନ୍ତ ଟିମ ଗଠନ କରାଯାଇ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଅନୁସନ୍ଧାନ କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣା ପଡିଛି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.