News portal website
before header
[URIS id=5393]

ଭାଇରସ କବଳରେ ଟେଲି ଷ୍ଟାର: ପଜିଟିଭ ହେଲେ ହିନା ଖାନ୍

0 214

ଅଷ୍ଟୀନ ନ୍ୟୁଜ/ ଭୁବନେଶ୍ୱର

27/4/2021

କରୋନା ସଂକ୍ରମିତ ହେଲେ ଟେଲି ଷ୍ଟାର ହିନା ଖାନ୍ । ସୋସିଆଲ ମିଡିଆରେ ଟ୍ଵିଟ୍ କରି ଏହି ସୂଚନା ଦେଇଛନ୍ତି ହିନା । ଏହାସହ ସେ କହିଛନ୍ତି ଯେଉଁମାନେ ମୋ ସଂପର୍କରେ ଆସିଛନ୍ତି ଦୟାକରି ନିଜର ପରୀକ୍ଷା କରାଇ ନିଅନ୍ତୁ । ଗତ କିଛିଦିନ ତଳେ କରୋନାରେ ତାଙ୍କ ପିତାଙ୍କର ନିଧନ ହୋଇଥିଲା ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ହିନା କହିଛନ୍ତି ଏହି ସମୟ ବହୁତ କଠିନ ମୋ ପାଇଁ । ମୋ ପିତାଙ୍କୁ ହରାଇବା ପରେ ମୁଁ ବହୁତ ଭାଙ୍ଗିପଡିଥ୍‌ଲି । ତଥାପି ମୁଁ ନିଜ ମନୋବଳ ଦୃଢ କରି ଚାଲିଛି । ବର୍ତ୍ତମାନ ମୁଁ ନିଜେ ନିଜକୁ ଆଇସୋଲେଟ କରି ରଖୁଛି । ଡାକ୍ତରଙ୍କ କହିବା ମୁତାବକ ମୁଁ ଔଷଧ ଠାରୁ ଆରମ୍ଭ କରି ସବୁ କିଛି ମାନି ଚଳୁଛି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଆପଣମାନଙ୍କ ପ୍ରାର୍ଥନା ମୋ ପାଇଁ ଏକାମ୍ର କାମ୍ୟ । ମୋ ନିକଟତର ବନ୍ଧୁ ମାନଙ୍କୁ ମୋର ଅଶେଷ ଧନ୍ୟବାଦ ସେମାନେ ମୋତେ ଭୂତାଣୁ ଯୁଦ୍ଧରେ ଲଢିବାକୁ ପ୍ରେରଣା ଦେଇଥିବାରୁ । ଗତ କିଛି ଦିନ ତଳେ ତାଙ୍କ ପିତାଙ୍କରହୃଦଘାତରେ ପରଲୋକ ହୋଇଥିଲା ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.