News portal website
before header
[URIS id=5393]

“ଶତାବ୍ଦୀର ଆର୍ତ୍ତନାଦ”-ପଦ୍ମଭୂଷଣ ଡଃ.ମନୋଜ ଦାସଙ୍କ ପରଲୋକ!

0 484

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୭-୦୪-୨୦୨୧

ମହାନ୍ ସାରସ୍ଵତ ସାଧକ , ସର୍ବାଧିକ ଜନପ୍ରିୟ ସ୍ରଷ୍ଟା ପଦ୍ମଭୂଷଣ ଡଃ ମନୋଜ ଦାସ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ବହୁମୁଖି ପ୍ରତିଭାଦୀପ୍ତଙ୍କ ଅଵର୍ତ୍ତମାନ ରେ ଦୁଃଖ ଅବର୍ଣ୍ଣନୀୟ, ଶୂନ୍ୟସ୍ଥାନ ଅପୂରଣୀୟ ।

ପ୍ରଥମ ରଚନା ଶତାବ୍ଦୀର ଆର୍ତ୍ତନାଦ। ୨୦୦୧ ରେ ପଦ୍ମଶ୍ରୀ ଏବଂ ୨୦୨୦ରେ ପଦ୍ମବିଭୂଷଣ ରେ ଭୁଷିତ ହୋଇଥିଲେ। ପଣ୍ଡିଚେରୀର ଅରବିନ୍ଦ ଆଶ୍ରମରେ ଶେଷ ନିଶ୍ବାସ ତ୍ଯାଗ କରିଛନ୍ତି।୨୭ ଫେବୃଆରୀ ୧୯୩୪ ରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଗ୍ରାମରେ ଜନ୍ମ ହୋଇଥିଲେ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

କିଛିଦିନ ତଳେ ସେ ଅସୁସ୍ଥ ହୋଇପଡିଥିବାରୁ ଓଡିଶାର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଡାକ୍ତର ଟିମ ପଠାଇ ଥିଲେ।, ଗୋଧୂଳିର ବାଘ ସବୁଠାରୁ ଚର୍ଚ୍ଚିତ ଉପନ୍ୟାସ। ତାଙ୍କର ଦେହାନ୍ତ ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାଜ୍ଯପାଳ ପ୍ରଫେସର ଗଣେଶୀ ଲାଲ ଏବଂ ପୂଜ୍ୟପୂଜା ସଂସ୍କୃତି ଅଭିଯାନ ଏବଂ ଓଡ଼ିଆ ଭାଷା ସାହିତ୍ୟ ଆନ୍ଦୋଳନର ଅଧ୍ଯକ୍ଷ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଶତପଥୀ ଶୋକ ବ୍ୟକ୍ତ କରିଛନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.