Sign in
Sign in
Recover your password.
A password will be e-mailed to you.
Breaking News
ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!
ମନ୍ଦିରରୁ ଚୋରିବେଳେ ଧରାପଡ଼ିଲେ ଯୁବକ
ଅଷ୍ଟିନ ନ୍ୟୁଜ ତା-୨୭-୦୮-୨୦୨୩
କିଛିଦିନ ହେଲା ଚୋରମାନେ ମନ୍ଦିର ଗୁଡିକୁ ଟାର୍ଗେଟ କରୁଥିବା ଦେଖାଦେଇଛି | ରସୁଲପୁର ବ୍ଲକର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଚନ୍ଦନେଶ୍ୱରଙ୍କ ମନ୍ଦିର ବେଢାରେ ଥିବା ଶନିଶ୍ଚର ଦେବଙ୍କ ରୁପା ମୁକୁଟ ଚୋରି କରିବାବେଳେ ଚୋର ଧରାପଡିଛି| ଚୋରି ହେବ!-->!-->!-->…
ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ!
https://youtu.be/_axaHh9bf6I?si=sDGgzNxElVl1G_RJ
ଯାଜପୁର ଜିଲ୍ଲା ବଡଚଣା ବ୍ଳକ ସାଉଡ଼ିଆ ଠାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବଡବାଲିକୁଦା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ସାମଲ ଅଧ୍ୟକ୍ଷତା କରିଥିବା!-->!-->!-->!-->!-->…
ଧର୍ମଶାଳା ବାଣୀପୀଠରେ ଅବ୍ୟବସ୍ଥା
ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩
ଧର୍ମଶାଳା ବ୍ଲକର ସର୍ବପୁରାତନ ହାଇସ୍କୁଲ ଧର୍ମଶାଳା ବାଣୀପୀଠରେ ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ କିମ୍ବା ପ୍ରାର୍ଥନା କରିବାକୁ ସଭାଗୃହ ନାହିଁ | ଖରାବର୍ଷାରେ ସାଇକେଲ ରହି ଖରାପ ହେଉଛି | ଖୋଲା ଆକାଶ ତଳେ ଛାତ୍ରଛାତ୍ରୀ ପ୍ରାର୍ଥନା!-->!-->!-->…
ଅଙ୍ଗନ ବାଡ଼ି କେନ୍ଦ୍ରରେ ଦିଆଯାଉଥିବା ଛତୁଆରେ ପୋକ ସାଲୁବାଲୁ
ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩
ଗଣିଆ ବ୍ଲକ ଅନ୍ତର୍ଗତ କରଡାପଡା ପଞ୍ଚାୟତ ଗୁଣ୍ଡୁରୀଵାରୀ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ଓ ସୁଜି- ହାଲୁଆ ପ୍ୟାକେଟରେ ପୋକ ସାଲୁବାଲୁ ହୋଇଥିବାରୁ ସ୍ଥାନୀୟ ଲୋକେ ଅଭିଭାବକ ଅଙ୍ଗନବାଡି କେନ୍ଦ୍ରରେ ଅଭିଯୋଗ କରିଛନ୍ତି | ଏଠାରେ ହାଲୁଆ ପ୍ୟାକେଟକୁ!-->!-->!-->…
ଆଇଆଇଟି ଇଞ୍ଜିନିୟରଙ୍କ ପରଲୋକ
ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩
ବଡ଼ଚଣା ବ୍ଲକ ବରପଡା ଗ୍ରାମର ଶିକ୍ଷା କର୍ମଚାରୀ ଉପେନ୍ଦ୍ର କୁମାର ଜେନାଙ୍କ ସାନ ପୁଅ ତଥା ଯୁବ ଆଇଆଇଟି ଇଞ୍ଜିନିୟର ବିଶ୍ୱରଞ୍ଜନ ଜେନାଙ୍କର ମହାରାଷ୍ଟ୍ର ପୁଣେଠାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି | ସେ ବର୍ଷେ ହେବ ଫୁସଫୁସ ଜନିତ!-->!-->!-->…
ଏଯାଏଁ ସମ୍ପୂର୍ଣ୍ଣ ହେଇନି ମିନି ଷ୍ଟାଡିଅମ
ଅଷ୍ଟିନ ନ୍ୟୁଜ ତା-୨୬-୦୮-୨୦୨୩
ବଡ଼ଚଣା ବ୍ଲକର ଛତିଆ ନିକଟ ପାଇକରାପୁରଠାରୁ ଏକମାତ୍ର ମିନି ଷ୍ଟାଡିଅମର ନିର୍ମାଣ କାର୍ଯ୍ୟ ଆଜିଯାଏ ଶେଷ ହୋଇପାରୁନାହିଁ | ୨୦୧୫ ରୁ କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏହା ଅଧାପନ୍ତରିଆ ହୋଇ ରହିଛି | ଛତିଆରେ ଜିଲ୍ଲା ତଥା ରାଜ୍ୟସ୍ତରୀୟ!-->!-->!-->…
ନଦୀ କୁଳିଆ ଲୋକେ ଭୟଭୀତ ବନ୍ଧକୁ ଆସିଲେ ଦେଖୁଛନ୍ତି କୁମ୍ଭୀର
ଅଷ୍ଟିନ ନିଉଜ ତା-୨୫-୦୮-୨୦୨୩
ସୁଯୋଗ ଦେଖି ମଣିଷ,ଗାଈଗୋରୁ,ଛେଳି,ମେଣ୍ଢା ଓ କୁକୁର ଭଳି ଉପରେ ଅଚାନକ ଝାମ୍ପ ମାରୁଛି କୁମ୍ଭୀର| ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବରପଦା ପଞ୍ଚାୟତ ନିଆଳି ଗ୍ରାମରେ ଗତକାଲି ସନ୍ଧ୍ୟାରେ ଏକ କୁମ୍ଭୀର ଦେଖାଯାଇଛି |!-->!-->!-->…
ଚାଷ ପାଇଁ ଚାଷୀଙ୍କ ଧମକ
ଅଷ୍ଟିନ ନିଉଜ ତା-୨୫-୦୮-୨୦୨୩
ଧର୍ମଶାଳା ବ୍ଲକ ଅନ୍ତର୍ଗତ ୧୪ ନମ୍ବର କେନାଲ ଓ ଏହାର ଶାଖା କେନାଲରେ ତଳ ମୁଣ୍ଡକୁ ପାଣି ଯାଉନାହିଁ | ହଜାର ହଜାର ଏକର ଜମିରେ ଧାନଚାଷ ବାଧାପ୍ରାପ୍ତ ହୋଇଛି | କେତେକ ସ୍ଥାନରେ ରୁଆ ଯାଇଥିବା ଧାନଗଛ ପାଣି ଅଭାବରୁ ମରିବା ଆରମ୍ଭ କଲାଣି | ହେଲେ!-->!-->!-->…
ମରଣଯନ୍ତା ପାଲଟିଛି ନଦୀବନ୍ଧ
ଅଷ୍ଟିନ ନିଉଜ ତା-୨୪-୦୮-୨୦୨୩
ବାଲିମାଫିଆଙ୍କ ୨୩ କୋଟିର ନଦୀବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି |ସାଧାରଣ ଲୋକେ ନଦୀବନ୍ଧରେ ଯାତାୟାତ କରିବା ଏବଂ ଲୋକମାନେ ଗାଡି ନେଇ ବନ୍ଧକୁ ଯିବାକୁ ମଧ୍ୟ ଭୟ କରିଲେଣି | ବାଲି ବୋଝେଇ ଗାଡି ଚକ ତଳେ ଜୀବନ ଚାଲିଯିବା ଲୋକମାନଙ୍କୁ!-->!-->!-->…
ମରଣଯନ୍ତା ପାଲଟିଛି ନଦୀବନ୍ଧ
ଅଷ୍ଟିନ ନିଉଜ ତା-୨୪-୦୮-୨୦୨୩
ବଳୀମାଫିଆଙ୍କ ୨୩ କୋଟିର ନଦୀବନ୍ଧ ରାସ୍ତା ଏବେ ମରଣଯନ୍ତା ପାଲଟିଛି |ସାଧାରଣ ଲୋକେ ନଦୀବନ୍ଧରେ ଯାତାୟାତ କରିବା ଏବଂ ଲୋକମାନେ ଗାଡି ନେଇ ବନ୍ଧକୁ ଯିବାକୁ ମଧ୍ୟ ଭୟ କରିଲେଣି | ବାଲି ବୋଝେଇ ଗାଡି ଚକ ତଳେ ଜୀବନ ଚାଲିଯିବା ଲୋକମାନଙ୍କୁ!-->!-->!-->…
